Get Updates
Get notified of breaking news, exclusive insights, and must-see stories!

ଆଜି 'IPL 2024'ର ଫାଇନାଲ ଟକ୍କର: KKR-SRH ମୁକାବିଲା, ଏଠି ଦେଖନ୍ତୁ Live ମ୍ୟାଚ୍

IPL 2024 Final Live Streaming: ଆଜି ଆଇପିଏଲ 2024'ର ଫାଇନାଲ ମ୍ୟାଚ୍ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସର ଚ୍ୟାଲେଞ୍ଜର ମଧ୍ୟରେ ହେବ କଡ଼ା ଟକ୍କର । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 7.30ରୁ ମ୍ୟାଚ୍ ଆରମ୍ଭ ହେବ ।

କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ 2-2 ଆଇପିଏଲ୍ ଟାଇଟଲ୍ ଜିତିଛି ସାରିଛି । ତେଣୁ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବା ପାଇଁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ । ଏବେ କେବଳ ସମୟକୁ ଅପେକ୍ଷା ଦେଖିବା ବାକି ରହିଲା କେଉଁ ଦଳ ଏଥର ବାଜି ମାରୁଛି ।

IPL 2024

କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା 7.30 ରେ ଆରମ୍ଭ ହେବ । ଏହା ପୂର୍ବରୁ ଏକ ଅନେକ ସେଲିବ୍ରିଟି ନିଜର ଜଲୱା ଦେଖାଇବେ । ଆଜିର ଫାଇନାଲ୍ ମ୍ୟାଚ୍ ଆପଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଦେଖି ପାରିବେ । ଏହା ବ୍ୟତୀତ ଜିଓ ସିନେମାରେ ଲାଇଭ୍ ଷ୍ଟ୍ରିମିଂ ହେବ । ଜିଓ ସିନେମାରେ ପ୍ରଶଂସକମାନେ ହିନ୍ଦୀ ଏବଂ ଇଂରାଜୀ ସମେତ ଅନ୍ୟାନ୍ୟ ଭାଷାରେ IPL 2024'ଦେଖି ପାରିବେ ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ସର୍ବାଧିକ 5 ଥର ଆଇପିଏଲ୍ ଟାଇଟଲ୍ ଜିତିଛି । ଏହା ବ୍ୟତୀତ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ 2-2 ଥର ଆଇପିଏଲ୍ ଟ୍ରଫି ଜିତିଛି। ସେହିପରି ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଥରେ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ 2012 ଏବଂ ଆଇପିଏଲ୍ 2014 ଜିତିଛି ସେହିପରି ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ 2009 ଏବଂ ଆଇପିଏଲ୍ 2016ର ବିଜେତା ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+