ଆଇପିଏଲ୍ ୨୦୨୪ ନିଲାମ ପାଇଁ ପ୍ରସ୍ତୁତ ୧୦ଟି ଫ୍ରାଞ୍ଚାଇଜ୍; କୋଉ ଟିମ୍ କାହାକୁ ରଖିଲା କାହାକୁ ଛାଡ଼ିଲା, ଜାଣନ୍ତୁ ପୁରା ଲିଷ୍ଟ

ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ର ସମସ୍ତ ୧୦ ଟି ଫ୍ରାଞ୍ଚାଇଜ୍ ୨୦୨୪ ନିଲାମ ପାଇଁ ପୁରା ପ୍ରସ୍ତୁତ । ନିଲାମ ପୂର୍ବରୁ କାହାକୁ ଦଳରେ ରଖିବେ ଆଉ କାହାକୁ ଛାଡିବେ ସେ ନେଇ ସବୁ ଦଳ ଟିମ୍ ଲିଷ୍ଟ ଜାରି କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନସ ପାଇଁ ଖେଳିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଦୁଇ ବର୍ଷର ଦଳ ସହିତ ରହିଛନ୍ତି ହାର୍ଦ୍ଦିକ।ଗୁଜୁରାଟ ଫ୍ରାଞ୍ଚାଇଜ୍ ତାଙ୍କ ଅଧିନାୟକଙ୍କୁ ଟିମରେ ରଖିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାପିଟାଲସ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଦଳରେ ରଖିବାକୁ ନିଷ୍ପତ୍ତି ନେଇଛି । ଡିସେମ୍ବର ୨୦୨୩ରେ କାର ଦୁର୍ଘଟଣାଗ୍ରସ୍ତ ହେତୁ ପନ୍ତ ଆଇପିଏଲ୍ ୨୦୨୩ର ଗୋଟିଏ ବି ମ୍ୟାଚ୍ ଖେଳି ପାରି ନଥିଲେ ।

ଦିଲ୍ଲୀ କ୍ୟାପିଟାଲସ:

ଦଳରେ ଥିବା ଖେଳାଳି: ରିଷଭ ପନ୍ତ, ପ୍ରବୀଣ ଦୁବେ, ଡେଭିଡ ୱାର୍ଣ୍ଣର, ବିକି ଓଷ୍ଟୱାଲ, ପୃଥବି ଶ, ଅନ୍ରିଚ ନୋର୍କିଆ, ଅଭିଷେକ ପୋରେଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଲୁଙ୍ଗି ନିଗିଡି, ଲଲିତ ଯାଦବ, ଖାଲିଲ ଅହମ୍ମଦ, ମିଚେଲ ମାର୍ଶ, ଇଶାନ୍ତ ଶର୍ମା, ୟଶ ଧୁଲ୍, ମୁକେଶ କୁମାର

ରିଲିଜ୍ ଖେଳାଳି: ରିଲେ ରୁଶୋ, ଚେତନ ସାକାରିଆ, ରୋଭମାନ ପାୱେଲ, ମନୀଷ ପାଣ୍ଡେ, ଫିଲ୍ ସଲ୍ଟ, ମୁସ୍ତଫିଜୁର ରେହମାନ, କମଲେଶ ନାଗାର୍କୋଟି, ରିପାଲ ପଟେଲ, ସରଫରାଜ ଖାନ, ଅମାନ ଖାନ, ପ୍ରିୟମ ଗର୍ଗ

ରାଜସ୍ଥାନ ରୟାଲ୍ସ:

ଦଳରେ ଥିବା ଖେଳାଳି: ସଞ୍ଜୁ ସାମସନ (ଅଧିନାୟକ), ଜୋସ୍ ବଟଲର, ଶିମରନ ହେଟମାୟର, ୟସ୍ଵଶି ଜୟସୱାଲ, ଧ୍ରୁଭ ଜୁରେଲ, ରିୟାନ ପରାଗ, ଡୋନୋଭାନ ଫେରେରା, କୁନାଲ ରାଠୋର, ରବିଚନ୍ଦ୍ରନ ଅଶ୍ୱିନ୍, କୁଲଦୀପ ସେନ୍, ନବଦୀପ ସାଇନି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଶର୍ମା, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ, ଆଡାମ ଜାମ୍ପା

ରିଲିଜ୍ ଖେଳାଳି: ଜୋ ରୁଟ୍, ଅବଦୁଲ ବାସିଥ, ଜେସନ ହୋଲ୍ଡର, ଆକାଶ ଭାଶିଷ୍ଟ, କୁଲଦୀପ ଯାଦବ, ଓବେଡ ମ୍ୟାକକୋଇ, ମୁରୁଗାନ ଅଶ୍ୱିନ, କେସି କାରିଆପ୍ପା, କେଏମ ଆସିଫ

ଟ୍ରେଡ୍: ଆଭେଶ୍ ଖାନ୍

IPL 2024 Auction
ପଞ୍ଜାବ କିଙ୍ଗସ୍:

ଦଳରେ ଥିବା ଖେଳାଳି: ଶିଖର ଧାୱନ (ଅଧିନାୟକ), ମାଥ୍ୟୁ ସର୍ଟ, ପ୍ରଭସିମରାନ ସିଂ (ୱିକେଟ କିପର ), ଜିତେଶ ଶର୍ମା (ୱିକେଟ କିପର), ସିକନ୍ଦର ରଜା, ରିଷି ଧାୱନ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଅଥର୍ଭା ଟାଇଡ୍, ଅର୍ଶଦୀପ ସିଂ, ନାଥାନ୍ ଏଲିସ୍, ସାମ୍ କୁରାନ୍, କାଗିସୋ ରାବାଡା, ହରପ୍ରୀତ ବ୍ରାର, ରାହୁଲ ଚହର, ହରପ୍ରୀତ ଭାଟିଆ, ବିଦୱତ କାଭେରପ୍ପା, ଶିଭମ ସିଂ

ରିଲିଜ୍ ଖେଳାଳି: ମୋହିତ ରାଠୀ, ରାଜ ବାୱା, ଶାହାରୁଖ ଖାନ, ଭାନୁକା ରାଜପକ୍ଷା, ବାଲତେଜ ସିଂ

ଚେନ୍ନାଇ ସୁପର କିଙ୍ଗ୍ସ

ଦଳରେ ଥିବା ଖେଳାଳି: ଏମଏସ ଧୋନି (ଅଧିନାୟକ ଏବଂ ୱିକେଟ କିପର), ମୋଇନ ଅଲି, ଦୀପକ ଚହର, ଡେକନୱେ (ୱିକେଟ କିପର), ତୁଷାର ଦେଶପାଣ୍ଡେ, ଶିବମ ଦୁବେ, ରୁତୁରାଜ ଗାଇକୱାଡ, ରାଜବର୍ଦ୍ଧନ ହଙ୍ଗରଗେକର, ରବିନ୍ଦ୍ର ଜାଡେଜା, ଅଜୟ ମଣ୍ଡଳ, ମୁକେଶ ଚୌଧୁରୀ, ମଥିଶା ପଥିରାନା, ଅଜିଙ୍କେ ରାହାଣେ, ଶେଖ୍ ରାସିଦ, ମିଚେଲ ସାଣ୍ଟନର୍, ସିମରଜିତ ସିଂ, ନିଶାନ୍ତ ସିନ୍ଧୁ, ପ୍ରଶାନ୍ତ ସୋଲାନକି, ମହିଶ ତିକ୍ଷଣା

ରିଲିଜ୍ ଖେଳାଳି: ବେନ୍ ଷ୍ଟୋକ୍ସ, ଡ୍ୱାଇନ୍ ପ୍ରିଟୋରିୟସ୍, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଅମ୍ବାତି ରାୟୁଡୁ, କାଇଲ୍ ଜାମିସନ୍, ଆକାଶ ସିଂ, ସିସଣ୍ଡା ମଗାଲା

କୋଲକାତା ନାଇଟ୍ ରାଇଡର୍ସ

ଦଳରେ ଥିବା ଖେଳାଳି: ନୀତୀଶ ରାଣା, ରିଙ୍କୁ ସିଂ, ରହମାନୁଲ୍ଲା ଗୁରୁବାଜ, ଶ୍ରେୟସ୍ ଆୟର, ଜେରୟ, ସୁନୀଲ ନାରିନ, ସୁୟାଶ ଶର୍ମା, ଅନୁକୁଲ ରୟ, ଆଣ୍ଡ୍ରେ ରସେଲ, ଭେଙ୍କଟେଶ ଆୟର, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ

ରିଲିଜ୍ ଖେଳାଳି: ଶାକିବ ଅଲ ହାସନ, ଲିଟନ୍ ଦାସ, ଆର୍ଯ୍ୟ ଦେଶାଇ, ଡେଭିଡ ୱିସି, ନାରାୟଣ ଜଗଦିସନ, ମନଦୀପ ସିଂ, କୁଲୱନ୍ତ ଖେଜ୍ରୋଲିୟା, ଶାର୍ଦ୍ଦୁଲ ଠାକୁର, ଲକି ଫର୍ଗୁସନ୍, ଉମେଶ ଯାଦବ, ଟିମ୍ ସାଉଥୀ, ଜନସନ ଚାର୍ଲ୍ସ

ସନରାଇଜର୍ସ ହାଇଦ୍ରାବାଦ:

ଦଳରେ ଥିବା ଖେଳାଳି: ଅବଦୁଲ ସମାଦ, ଆଡେନ ମାର୍କ୍ରାମ (ଅଧିନାୟକ), ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ହେନ୍ରିଚ କ୍ଲାସେନ, ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ ସିଂ, ଉପେନ୍ଦ୍ର ସିଂ ଯାଦବ, ନୀତୀଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ମାର୍କୋ ଜାନସେନ୍, ୱାଶିଂଟନ୍ ସୁନ୍ଦର, ସାନଭୀର ସିଂ, ଭୁବନେଶ୍ୱର କୁମାର, ଟି ନଟାରାଜନ, ମୟଙ୍କ ମାର୍କାଣ୍ଡେ, ଉମ୍ରାନ ମଲିକ, ଫଜଲହାକ ଫାରୁକି

ରିଲିଜ୍ ଖେଳାଳି: ହ୍ୟାରି ବ୍ରୁକ୍, ସମର୍ଥ ଭାୟସ୍, କାର୍ତ୍ତିକ ତ୍ୟାଗୀ, ବିବେକ ଶର୍ମା, ଆକିଲ ହୋସେନ୍, ଆଦିଲ ରସିଦ

ଟ୍ରେଡ୍ ଖେଳାଳି: ଶାହାବାଜ ଅହମ୍ମଦ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ)

ଲକ୍ଷ୍ନୌ ସୁପର ଜିଆନଣ୍ଟସ୍:

ଦଳରେ ଥିବା ଖେଳାଳି: କେ.ଏଲ୍ ରାହୁଲ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ନିକୋଲାସ୍ ପୁରାନ୍, ଆୟୁଷ ବୋଦାନି, କାଇଲ୍ ମାୟର୍ସ, ମାର୍କସ୍ ଷ୍ଟୋଇନିସ୍, ଦୀପକ ହୁଡା, ରବି ବିଶ୍ମୋଇ, ନବୀନ ଉଲ୍ ହକ୍, କ୍ରୁନାଲ ପାଣ୍ଡ୍ୟା, ଯୁଧିଭିର ସିଂ, ପ୍ରେରକ ମାଙ୍କଡ, ୟଶ ଠାକୁର, ଅମିତ ମିଶ୍ରା, ମାର୍କ ଉଡ, ମୟଙ୍କ ଯାଦବ, ମୋହସିନ୍ ଖାନ୍

ରିଲିଜ୍ ଖେଳାଳି: ଜୟଦେବ ଉନାଦକତ, ଡାନିଏଲ ସାମସ, ମନନ ବୋହରା, ସ୍ୱପ୍ନିଲ ସିଂ, କରଣ ଶର୍ମା, ଆର୍ପିଟ ଗୁଲେରିଆ, ସୁର୍ଯ୍ୟନ ଶେଜେ, କରୁଣ ନାୟାର

ଟ୍ରେଡ ଖେଳାଳି: ଦେବଦତ୍ତ ପାଡିକଲ (ରାଜସ୍ଥାନ ରୟାଲ୍ସରୁ)

ଗୁଜୁରାଟ ଟାଇଟାନ୍ସ:

ଦଳରେ ଥିବା ଖେଳାଳି: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ଶୁଭମାନ ଗିଲ, ମାଥ୍ୟୁ ୱେଡ, ରିଦ୍ଧିମାନ ସାହା, କେନ ୱିଲିୟମସନ, ଅଭିନାଭ ମନୋହର, ବି ସାଇ ସୁଦରସନ, ଦର୍ଶନ ନାଲକାଣ୍ଡେ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାଟିଆ, ମହମ୍ମଦ ଶାମି, ନୁର ଅହମ୍ମଦ, ସାଇ କିଶୋର, ରସିଦ ଖାନ, ଜୋଶୁଆ ଲିଟିଲ, ମୋହିତ ଶର୍ମା

ରିଲିଜ୍ ଖେଳାଳି: ୟଶ ଦୟାଲ, କେ.ଏସ୍ ଭରତ, ଶିବମ୍ ମାଭି, ଉର୍ଭିଲ୍ ପଟେଲ, ପ୍ରଦୀପ ସାଙ୍ଗୱାନ୍, ଓଡିଆନ୍ ସ୍ମିଥ୍, ଅଲଜାରି ଜୋସେଫ୍, ଦାସୁନ୍ ଶାନାକା

ମୁମ୍ବାଇ ଇଣ୍ଡିଆନ୍ସ :

ଦଳରେ ଥିବା ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ତିଲକ ବର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମେରନ୍ ଗ୍ରୀନ୍, ଶ୍ୟାମ ମୁଲାନି, ନେହଲ ୱାଡେରା, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମାଧୱାଲ, ଜେଶନ ବେହେରେଣ୍ଡର୍ଫ

ରିଲିଜ୍ ଖେଳାଳି: ମହମ୍ମଦ ଅର୍ଶଦ ଖାନ, ରମଣଦୀପ ସିଂ, ହ୍ରିତିକ ଶୋକେନ, ରାଘବ ଗୋୟଲ, ଜୋଫ୍ରା ଆର୍ଚର୍, ତ୍ରିଷ୍ଟାନ ଷ୍ଟବ୍ସ, ଡୁଆନ ଜାନସେନ୍, ଜାଇ ରିଚାର୍ଡସନ, ରେଲି ମେରେଡିଥ, କ୍ରିସ ଜୋର୍ଡାନ, ସନ୍ଦୀପ ୱାରିଅର

ଟ୍ରେଡ ଖେଳାଳି: ରୋମାରିଓ ଶେଫର୍ (LSG ରୁ)

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଦଳରେ ଥିବା ଖେଳାଳି: ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଗ୍ଲେନ୍ ମ୍ୟାକ୍ସୱେଲ, ବିରାଟ କୋହଲି, ରଜତ ପାଟିଦାର, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ସୁଆଶ ପ୍ରଭୁଦେଶାଇ, ୱିଲ ଜ୍ୟାକ୍ସ, ମହିପାଲ ଲୋମରର, କରଣ ଶର୍ମା, ମନୋଜ ଭଣ୍ଡେଜ୍, ବୈଶାକ ବିଜୟକୁମାର, ଆକାଶ ଦୀପ, ମହମ୍ମଦ ସିରାଜ, ରିଶି ଟୋପଲି, ହିମାଂଶୁ ଶର୍ମା, ରାଜନ କୁମାର

ରିଲିଜ୍ ଖେଳାଳି: ୱାନିନ୍ଦୁ ହସାରଙ୍ଗା, ହର୍ଷଲ ପଟେଲ, ଜୋଶ ହାଜଲେଉଡ୍, ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ଡେଭିଡ ୱିଲି, ୱେନ ପାର୍ନେଲ, ସୋନୁ ଯାଦବ, ଅବିନାଶ ସିଂ, ସିଦ୍ଧାର୍ଥ କୌଲ, କେଦାର ଯାଦବ

ଟ୍ରେଡ ଖେଳାଳି: ମୟଙ୍କ ଦାଗର (ସନରାଇଜର୍ସ ହାଇଦ୍ରାବାଦରୁ)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+