ଆଇପିଏଲ 2023: ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ, ଦେଖନ୍ତୁ ଦୁଇ ଦଳର ପ୍ଲେଇଂ ଇଲେଭେନ୍

IPL 2023, PBKS vs RR Toss: ଆଜି (ବୁଧବାର) ଆଇପିଏଲ 2023ର ଅଷ୍ଟମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁକାବିଲା ଆରମ୍ଭ ହୋଇଛି । ସ୍ଥାନୀୟ ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମରେ ଦୁଇ ଦଳ ସେମାନଙ୍କର ଦ୍ବିତୀୟ ମ୍ୟାଚ୍‌ ଖେଳୁଛନ୍ତି ।

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ସମୟରେ ସଞ୍ଜୁ ସାମସନ୍ କହିଛନ୍ତି ଯେ, ଆମେ ଏଠାରେ ବୋଲିଂ କରିବାକୁ ଚାହୁଁଛୁ । ଡ୍ୟୁ ଆସିବାର ସମ୍ଭାବନା ରହିଛି । ପ୍ରଥମେ ବୋଲିଂ କରି ଆମେ ଏହି ସୁଯୋଗକୁ ବ୍ୟବହାର କରିବୁ । ପ୍ଲେଇଂ ଇଲେଭେନ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।

IPL 2023, Match 8, PBKS vs RR

ଏଥି ସହିତ ଶିଖର ଧୱନ କହିଥିଲେ ଯେ, କାକର ଆସେ ଆମେ ସମସ୍ତେ ଜାଣୁ । ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । କିନ୍ତୁ ଠିକ ଅଛି । ଆଜିର ମ୍ୟାଚ ପାଇଁ ଆମ ପ୍ଲେଇଂ ଇଲେଭେନ୍ ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।

  • ଉଭୟ ଦଳର ପ୍ଲେଇଂ ଇଲେଭେନ୍ ଏଠାରେ
  • ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ / ୱିକେଟ୍ କିପର), ଦେବଦତ୍ତ ପାଦିକ୍କାଲ, ରିୟାନ୍ ପରାଗ, ଶିମ୍ରନ୍ ହେଟମିୟର, ଜେସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ ।
  • ପଞ୍ଜାବ କିଙ୍ଗ୍ସ: ଶିଖର ଧୱନ (ଅଧିନାୟକ), ପ୍ରଭାସୀମନ୍ ସିଂ (ୱିକେଟ୍ କିପର), ଭାନୁକା ରାଜପକ୍ସା, ଜିତେଶ ଶର୍ମା, ଶାହରୁଖ ଖାନ, ସାମ କୁରାନ୍, ସିକନ୍ଦର ରଜା, ନାଥନ୍ ଏଲିସ୍, ହରପ୍ରୀତ ବ୍ର, ରାହୁଲ ଚହର, ଅର୍ଶଦୀପ ସିଂ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+