IPL 2023, DC vs GT: ଟସ୍ ଜିତିଲା ଗୁଜୁରାଟ୍

IPL 2023, DC vs GT: ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ହୋମ ଗ୍ରାଉଣ୍ଡରେ ଖେଳାଯାଉଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି ଦିଲ୍ଲୀ ।

IPL 2023, DC vs GT

ତେବେ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିଷେକ ପୋରେଲ ଦିଲ୍ଲୀରୁ ଡେବ୍ୟୁ କରୁଛନ୍ତି । ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଆଇପିଏଲରେ ଦେଖା ଯାଉ ନଥିଲେ । କାରଣ ସେମାନେ ନେଦରଲ୍ୟାଣ୍ଡ ବିପକ୍ଷରେ ODI ସିରିଜ୍ ଖେଳୁଥିଲେ । ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଆଜିର ମ୍ୟାଚରେ ଫେରିଛନ୍ତି । ଏଭଳି ପରିସ୍ଥିତିରେ ଗୁଜୁରାଟ ଟାଇଟାନ୍ସର ଡେଭିଡ ମିଲର ଏବଂ ଦିଲ୍ଲୀର ଏନ୍ରିକ୍ ନୋର୍କିଆ ଦେଖିବାକୁ ମିଳିଛି ।

ସୂଚନାଥାଉ କି, ଗୁଜରାଟ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିଲା ।

  • ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା, ଶୁଭମନ ଗିଲ, ସାଇ ସୁଧରସନ, ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ମହମ୍ମଦ ଶାମି, ଜୋଶୁଆ ଲିଟିଲ, ୟଶ ଦିନଲ, ଅଲଜାରୀ ଜୋସେଫ ।
  • ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ୱୀ ଶ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ରିଏଲ ରୋସୋ, ସରଫରାଜ ଖାନ, ଆକ୍ସାର ପଟେଲ, ଅଭିଷେକ ପୋରେଲ, କୁଲଦୀପ ଯାଦବ, ଅମାନ ହାକିମ ଖାନ, ଅନ୍ରିଚ ନର୍ଥଜେ, ମୁକେଶ କୁମାର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+