ଆଇପିଏଲ 2022: ପନ୍ତ କହିଲେ, ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଖୁସି ଅଛୁ

ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଁ ଆମେ ଖୁସି ଅଛୁ ବୋଲି ଋଷବ ପନ୍ତ କହିଛନ୍ତି ।

ମୁମ୍ବାଇ: ଆଇପିଏଲ 2022 ର 50 ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି । ତେବେ ଆଜି ମ୍ୟାଚ ପାଇଁ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଁ ଆମେ ଖୁସି ଅଛୁ ବୋଲି ଋଷବ ପନ୍ତ କହିଛନ୍ତି ।

IPL 2022

ଦିଲ୍ଲୀ 9 ଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ହାରିଛି। ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୁବନେଶ୍ୱର କୁମାର, ଉମ୍ରାନ୍, ଟି ନାଟାରାଜନ ଏବଂ ମାର୍କୋ ୟାନସେନଙ୍କ ସମ୍ମୁଖୀନ ହେବା ସହଜ ହେବ ନାହିଁ। ସନରାଇଜର୍ସ ବୋଲରମାନେ ଏପର୍ଯ୍ୟନ୍ତ ସେମାନଙ୍କ ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେମାନେ 10 ମ୍ୟାଚରୁ 12 ପଏଣ୍ଟ ପାଇଛନ୍ତି ।

  • ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଡେଭିଡ ୱାର୍ଣ୍ଣର, ମନଦୀପ ସିଂ, ମିଚେଲ ମାର୍ଶ, ଋଷଭ ପନ୍ତ, ଲଲିତ ଯାଦବ, ରୋଭମାନ ପାୱେଲ, ରିପାଲ ପଟେଲ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଆନ୍ରିଚ ନୋତର୍ଜେ ।
1
53659
  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଅଭିଷେକ ଶର୍ମା, କେନ୍ ୱିଲିୟମସନ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ , ଶଶାଙ୍କ ସିଂ, ଶ୍ରେୟସ ଗୋପାଳ, ଭୁବନେଶ୍ୱର କୁମାର, ସଚିନ ଆବଟ୍ଟ, କାର୍ତ୍ତିକ ତ୍ୟାଗି, ଉମ୍ରାନ ମଲ୍ଲିକ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+