ଆଇପିଏଲ 2022: ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁମ୍ବାଇ: ସ୍ଥାନୀୟ DY ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ଚଳିତ ସିଜନର 48 ତମ ମ୍ୟାଚ୍ ଖେଳାଯାଉଛି । ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Gujarat Titans

ଗୁଜୁରାଟ ହେଉଛି ଲିଗର ନୂତନ ଦଳ ଯାହା ଉତ୍କୃଷ୍ଟ ଫର୍ମରେ ଅଛି । ଟେବୁଲ୍ ଟପ୍ପର ଗୁଜୁରାଟ 16 ପଏଣ୍ଟ ସହ 9 ଟି ମ୍ୟାଚ ମଧ୍ୟରୁ 8 ଟି ଜିତିଛି । ଏଥି ସହିତ ପଞ୍ଜାବ 9 ଟି ମ୍ୟାଚ ମଧ୍ୟରୁ 4 ଟି ଜିତିଥିବାବେଳେ 5ଟି ପରାଜୟର ସାମ୍ନା କରିଛି । ପଞ୍ଜାବ ଦଳ ଟେବୁଲରେ 8ମ ସ୍ଥାନରେ ଅଛି ।

  • ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟକିପର), ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ, ମହମ୍ମଦ ଶାମି ।
1
53657
  • ପଞ୍ଜାବ କିଙ୍ଗସ୍ ଏକାଦଶ: ମୟଙ୍କ ଅଗ୍ରୱାଲ (ଅଧନାୟକ), ଶିଖର ଧୱନ, ଜନି ବେୟାରଷ୍ଟୋ, ଭାନୁକା ରାଜପାକସେ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟକିପର), ଋଷି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ଏବଂ ସନ୍ଦୀପ ଶର୍ମା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+