For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ୍ 2021: ପତ୍ନୀଙ୍କୁ ଏମିତି ଆକର୍ଷଣୀୟ ଚୁମ୍ବନ ଦେଇ ଚର୍ଚ୍ଚାରେ ସୂର୍ଯ୍ୟ

ମ୍ୟାଚ୍ ପରେ ଆନନ୍ଦିତ ସୂର୍ଯ୍ୟ କୁମାର ଯାଦବ ତାଙ୍କ ପତ୍ନୀ ଦେବିଶା ଶେଟ୍ଟୀଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ । ଯିଏକି ସେହି ଷ୍ଟାଡିୟମରେ ଉପସ୍ଥିତ ଥିଲେ।

|

IPL 2021: ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର (ଗତକାଲି) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ ମାତ ଦେଇଛି । ମ୍ୟାଚ୍ ପରେ ଆନନ୍ଦିତ ସୂର୍ଯ୍ୟ କୁମାର ଯାଦବ ତାଙ୍କ ପତ୍ନୀ ଦେବିଶା ଶେଟ୍ଟୀଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ । ଯିଏକି ସେହି ଷ୍ଟାଡିୟମରେ ଉପସ୍ଥିତ ଥିଲେ।

Surya Kumar Yadav

ମ୍ୟାଚ ପରେ ଷ୍ଟାଣ୍ଡର ଗ୍ଲାସ୍ ସିଟ୍ ପଛରେ ବସିଥିବା ଦେବିଶାଙ୍କୁ କିସ ଦେଇଥିଲେ ସୂର୍ଯ୍ୟ । ଯାହା ଏବେ ସୋସିଆଲ ମିଡିଆରେ ସୋସିଆଲ ଡିଷ୍ଟାନ୍ସିଂ କିସ୍ ବା ସାମାଜିକ ଦୂରତା ଚୁମ୍ବନ ଭାବେ ଭାଇରାଲ ହେଉଛି । ତେବେ ଜାହିର ଖାନଙ୍କ ପତ୍ନୀ ସାଗରିକା ଘାଟେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିବା ପରେ ଏହି ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

Surya Kumar Yadav

ମୁମ୍ବାଇ ଖେଳାଳିମାନଙ୍କ ପତ୍ନୀ ବାୟୋ-ବବୁଲରେ ସେମାନଙ୍କ ସହ ରହିଛନ୍ତି । ଗତକାଲି ମ୍ୟାଚେ ସୂର୍ଯ୍ୟ 10 ଟି ବଲରୁ 16 ରନ ବିସ୍ଫୋରକ ପାଳି ଖେଳିଥିଲେ । ମୁମ୍ବାଇ ଫ୍ରାଞ୍ଚାଇଜର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ସୂର୍ଯ୍ୟ ହେଉଛନ୍ତି ଅନ୍ୟତମ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021: Surya Kumar Yadav’s adorable kiss for wife is breaking the internet
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X