IPL 2021, SRH vs RCB: ଆଜି ଚେନ୍ନାଇରେ ଦେଖିବାକୁ ମିଳିବ ବିରାଟ-ରସିଦଙ୍କ ଫାଇଟ୍

ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜନର ଷଷ୍ଠ ମ୍ୟାଚ ଚେନ୍ନାଇର ଏମ ଚିନ୍ଦମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି । ଯେଉଁଠାରେ ସନରାଇଜର୍ସ ହାଇଦ୍ରାବାଦ ଦଳ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

IPL 2021, SRH vs RCB: ଆଜି ଆଇପିଏଲ 2021 ର ଷଷ୍ଠ ମ୍ୟାଚ୍ । ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜନର ଷଷ୍ଠ ମ୍ୟାଚ ଚେନ୍ନାଇର ଏମ ଚିନ୍ଦମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି । ଯେଉଁଠାରେ ସନରାଇଜର୍ସ ହାଇଦ୍ରାବାଦ ଦଳ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ମୁମ୍ବାଇ ବିପକ୍ଷରେ ବିଜୟ ପାଇ ସିଜିନ ଓପନର୍ ଜିତିଥିବା ଆରସିବି ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବାବେଳେ କେକେଆର ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଜିତିବାରେ ବିଫଳ ହୋଇଛି। ତେବେ ଏହାର ଅର୍ଥ ନୁହେଁ ଯେ ଏହି ଋତୁରେ ବିରାଟ ସେନାଙ୍କ ଅରେଞ୍ଜ ଆର୍ମି ଦୁର୍ବଳ ଦେଖାଯାଉଛି।

SRH vs RCB

ହାଇଦ୍ରାବାଦ ଦଳ ପାଇଁ ପ୍ରଥମ ମ୍ୟାଚ୍‌ରେ ଟପ୍ ଅର୍ଡରର ବିଫଳତା ସେମାନଙ୍କ ପରାଜୟର ଏକ ପ୍ରମୁଖ କାରଣ ହୋଇଛି । ତେଣୁ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ପ୍ରଥମ ମ୍ୟାଚର ଭୁଲକୁ ଦୋହରାଇବାକୁ ଚାହିଁବ ନାହିଁ ।

ଗତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ମହମ୍ମଦ ନବୀ ଏବଂ ରସିଦ ଖାନ ଭଲ ପ୍ରଦର୍ଶନ କରି କେକେଆରର 4 ୱିକେଟ୍ ନେଇଥିଲେ, କମଳା ସେନାର ବିଜୟ ପାଇଁ ଏହି ବୋଲରଙ୍କ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ହେବ।

ଆଇପିଏଲର ଷଷ୍ଠ ମ୍ୟାଚ୍‌ରେ ପୁଣି ଥରେ ଅଧିନାୟକ ବିରାଟ କୋହଲି ଏବଂ ରସିଦ ଖାନଙ୍କ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ଗତ 2 ବର୍ଷରେ ବିରାଟ କୋହଲି କେବଳ ଲେଗ୍ ସ୍ପିନରଙ୍କ ବିପକ୍ଷରେ ବ୍ୟାଟିଂ ହାରାହାରି ହ୍ରାସ କରିନାହାଁନ୍ତି ବରଂ ସେ ୱିକେଟ୍ ହରାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+