For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2021: ହାଇଦ୍ରାବାଦର ଅଧିନାୟକ ପରିବର୍ତ୍ତନ ଦଳକୁ ଦେବ କି ଫାଇଦା ?

ରବିବାର ଡବଲ ହେର୍ଡର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀର ଫିରୋଜ ଶାହା କୋଟଲା ଠାରେ ଆଇପିଏଲ 2021 ର ମ୍ୟାଚ ନଂ 28 ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି ।

|

ବେଙ୍ଗାଲୁରୁ: ରବିବାର ଡବଲ ହେର୍ଡର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀର ଫିରୋଜ ଶାହା କୋଟଲା ଠାରେ ଆଇପିଏଲ 2021 ର ମ୍ୟାଚ ନଂ 28 ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି । ଯେଉଁଠି ହାଇଦ୍ରବାଦ ଦଳ ତାର ଟାଇଟଲ ବିଜୟୀ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ କାର୍ଯ୍ୟଭାରରୁ ବହିଷ୍କୃତ କରିଛି ।

RR vs SRH

କେନ ୱିଲିୟମସନରେ ନୂତନ ଅଧିନୟାକ ଭାବେ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ଆରଆର ଦଳକୁ ଭେଟିବେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଶେଷ ଦୁଇଟି ସ୍ଥାନ ଅଧିକାର କରିଛନ୍ତି ଉଭୟ ଦଳ । ରୟାଲ୍ସ ଏପର୍ଯ୍ୟନ୍ତ 6ଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଥିବାବେଳେ ସନରାଇଜର୍ସ 6ଟି ମ୍ୟାଚରୁ ଗୋଟିଏ ବିଜୟ ହାସଲ କରିଛି ।

ଦୁଇ ସଂଘର୍ଷ ପୂର୍ଣ୍ଣ ଦଳ ମଧ୍ୟରେ ହେଡ-ଟୁ-ହେଡ୍ ଯୁଦ୍ଧରେ ହାଇଦ୍ରାବାଦ ଆଇପିଏଲରେ ଏପର୍ଯ୍ୟନ୍ତ 13 ଟି ସଂଘର୍ଷରୁ ହାଇଦ୍ରାବାଦ ଦଳ 7 ଟି ବିଜୟ ପାଇଥିବା ବେଳେ ରାଜସ୍ଥାନର 6ଟି ବିଜୟ ପାଇଛି । ଉଭୟ ଦଳ ମଧ୍ୟରେ ହୋଇଥିବା ସଦ୍ୟତମ ମୁକାବିଲାରେ, ଆଇପିଏଲ୍ 2020 ସମୟରେ ଦାଇଦ୍ରବାଦ 8 ୱିକେଟ୍ ରାଜସ୍ଥାନକୁ ପରାସ୍ତ କରିଥିଲା। ଉଭୟ ଦଳ ଚଳିତ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ କିଛି ଫର୍ମ ଏବଂ ସ୍ଥିରତା ପାଇବାକୁ ଆଶା କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021, RR vs SRH match preview
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X