ଆଇପିଏଲ 2021: ହାଇଦ୍ରାବାଦର ଅଧିନାୟକ ପରିବର୍ତ୍ତନ ଦଳକୁ ଦେବ କି ଫାଇଦା ?
ରବିବାର ଡବଲ ହେର୍ଡର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀର ଫିରୋଜ ଶାହା କୋଟଲା ଠାରେ ଆଇପିଏଲ 2021 ର ମ୍ୟାଚ ନଂ 28 ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି ।
ବେଙ୍ଗାଲୁରୁ: ରବିବାର ଡବଲ ହେର୍ଡର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀର ଫିରୋଜ ଶାହା କୋଟଲା ଠାରେ ଆଇପିଏଲ 2021 ର ମ୍ୟାଚ ନଂ 28 ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି । ଯେଉଁଠି ହାଇଦ୍ରବାଦ ଦଳ ତାର ଟାଇଟଲ ବିଜୟୀ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ କାର୍ଯ୍ୟଭାରରୁ ବହିଷ୍କୃତ କରିଛି ।

କେନ ୱିଲିୟମସନରେ ନୂତନ ଅଧିନୟାକ ଭାବେ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ଆରଆର ଦଳକୁ ଭେଟିବେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଶେଷ ଦୁଇଟି ସ୍ଥାନ ଅଧିକାର କରିଛନ୍ତି ଉଭୟ ଦଳ । ରୟାଲ୍ସ ଏପର୍ଯ୍ୟନ୍ତ 6ଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଥିବାବେଳେ ସନରାଇଜର୍ସ 6ଟି ମ୍ୟାଚରୁ ଗୋଟିଏ ବିଜୟ ହାସଲ କରିଛି ।
ଦୁଇ ସଂଘର୍ଷ ପୂର୍ଣ୍ଣ ଦଳ ମଧ୍ୟରେ ହେଡ-ଟୁ-ହେଡ୍ ଯୁଦ୍ଧରେ ହାଇଦ୍ରାବାଦ ଆଇପିଏଲରେ ଏପର୍ଯ୍ୟନ୍ତ 13 ଟି ସଂଘର୍ଷରୁ ହାଇଦ୍ରାବାଦ ଦଳ 7 ଟି ବିଜୟ ପାଇଥିବା ବେଳେ ରାଜସ୍ଥାନର 6ଟି ବିଜୟ ପାଇଛି । ଉଭୟ ଦଳ ମଧ୍ୟରେ ହୋଇଥିବା ସଦ୍ୟତମ ମୁକାବିଲାରେ, ଆଇପିଏଲ୍ 2020 ସମୟରେ ଦାଇଦ୍ରବାଦ 8 ୱିକେଟ୍ ରାଜସ୍ଥାନକୁ ପରାସ୍ତ କରିଥିଲା। ଉଭୟ ଦଳ ଚଳିତ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ କିଛି ଫର୍ମ ଏବଂ ସ୍ଥିରତା ପାଇବାକୁ ଆଶା କରିବେ ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications