ଆଇପିଏଲ 2021: ଆଜି ପୁଣି ଡବଲ ହେର୍ଡର, ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ।

IPL 2021, PBKS vs SRH: ଆଜି ଚଳିତ ଆଇପିଏଲ 2021 ର 14ତମ ମ୍ୟାଚ । ହ୍ୟାଟ୍ରିକ ହାରିଥିବା ହାଇଦ୍ରାବାଦ ଭେଟୁଛି ପଞ୍ଜାବ କିଙ୍ଗ୍ସ ଦଳକୁ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ।

PBKS vs SRH

ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ପଞ୍ଜାବ ଦଳରେ ଆଜି ମ୍ୟାଚ ପାଇଁ ଦୁଇଟି ପରିବର୍ତ୍ତନ କରଯାଇଛି । ସେହିପରି ହାଇଦ୍ରାବାଦ ଦଳ ମଧ୍ୟ ବଡ 3ଟି ପରିବର୍ତ୍ତନ ସହ ଆଜି ପଡିଆକୁ ଓହ୍ଲାଉଛି । ଦୁର୍ବଳ ମଧ୍ୟକ୍ରମକୁ ମଜବୁତ କରିବା ପାଇଁ ଶେଷରେ କେନ ଉଇଲିୟମସନଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ହାଇଦ୍ରାବାଦ ଦଳ ।

  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ (ୱିକେଟକିପର), କେନ ୱିଲିୟମସନ, ବିରାଟ ସିଂ, ବିଜୟ ଶଙ୍କର, ଅଭିଷେକ ଶର୍ମା, କେଦାର ଯାଦବ, ରସିଦ ଖାନ, ଭୁବନେଶ୍ୱର କୁମାର, ଖାଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ ।
  • ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ ରାହୁଲ (ଅଧିନାୟକ/ୱିକେଟକିପର) ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ମୋଇସ ହେନ୍ରିକ୍ସ, ନିକୋଲାସ ପୁରାନ, ଦୀପକ ହୁଡା, ଶାହାରୁଖ ଖାନ, ଫାବିଆନ ଆଲେନ, ମୁରୁଗାନ ଅଶ୍ୱିନ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+