• search
For Quick Alerts
Turn On Notification  
For Daily Alerts

ଆଇପିଏଲ 2021: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

|

ଚେନ୍ନାଇ: ଆଜି ଆଇପିଏଲ 2021ରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟୁଛି ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଛି ମୁମ୍ବାଇ ।

ଆଇପିଏଲ 202

ତେବେ ଦୁଇ ଦଳ ନିଜ ନିଜର ଶେଷ ମ୍ୟାଚ ହାରି ଆସିଥିବା ବେଳେ ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ମୁମ୍ବାଇ ଗତ ମ୍ୟାଚର ଏକାଦଶକୁ ଦୋହରାଇ ଥିବାବେଳେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ମୁରୁଗାନ ଅଶ୍ବିନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ରବି ବିଷ୍ଣୋଇ ।

  • ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
  • ପଞ୍ଜବା କିଙ୍ଗ୍ସ ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ନିକୋଲାସ୍ ପୁରାନ, ମୋଇସ୍ ହେନ୍ରିକ୍ସ, ଦୀପକ ହୁଡ୍ଡା, ଶାହରୁଖ ଖାନ, ଫାବିଆନ୍ ଆଲେନ୍, ଏରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021, PBKS vs MI: Punjab Kings have won the toss and have opted to field
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X