Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2021: ମୋଦି ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବ କୋଲକତା

ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକତା ଅଧିନାୟକ ଇୟନ ମୋର୍ଗାନ ।

ଅହମ୍ମଦାବାଦ: ଆଜି ଆଇପିଏଲର 21 ତମ ମ୍ୟାଚ ସ୍ଥାନୀୟ ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳଯିବ । ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଆଜି କୋଲକତା ନାଇଟ ରାଇଡର୍ସକୁ ଭେଟୁଛି । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକତା ଅଧିନାୟକ ଇୟନ ମୋର୍ଗାନ ।

PBKS vs KKR

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ତାର ଶେଷ ମ୍ୟାଚରେ ମୁମ୍ବାଇଠାରୁ ବିଜୟ ପାଇ ଆତ୍ମବିଶ୍ବାସରେ ଭରପୁର ରହିଛି । ଅନ୍ୟପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ବିଜୟରେ ସୀମିତ ଥିବା କେକେଆର ବିଜୟ ଭୋକରେ ଘାଇଲା ସିଂହ ପରି ରହିଛି । ଫଳରେ ଆଜି ମ୍ୟାଚରେ ରୋମାଞ୍ଚ ଭରପୁର ରହିବ । ତେବେ ଗତ ମ୍ୟାଚର ଚୁଡାନ୍ତ ଏକାଦଶକୁ ପୁର୍ନାବୃତ୍ତି କରିଛନ୍ତି ଉଭୟ ଦଳ ।

  • ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ୍ ରାହୁଲ (ୱିକେଟକିପର / ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଦୀପକ ହୁଡା, ନିକୋଲାସ ପୁରାନ, ମୋଇସ ହେନ୍ରିକ୍ସ, ଶାହାରୁଖ ଖାନ, କ୍ରିସ ଜୋର୍ଡାନ, ମହମ୍ମଦ ଶାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂ ।
  • କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ନୀତୀଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ସୁନୀଲ ନାରିନ, ଇଓନ ମୋର୍ଗାନ (ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟକିପର), ଆଣ୍ଡ୍ରେ ରସେଲ, ପ୍ୟାଟ କମିନ୍ସ, ଶିବମ ମାଭି, ପ୍ରସାଦ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+