For Quick Alerts
Turn On Notification  
For Daily Alerts
Oneindia App Download

IPL 2021, CSK vs PBKS: ପ୍ରଥମ ମ୍ୟାଚ ହାରିବା ପରେ ଦ୍ବିତୀୟ ମ୍ୟାଚରେ ପ୍ରଥମେ ବୋଲିଂ କରିବେ ଧୋନି ଧୁରନ୍ଦର

ମ୍ୟାଚରେ ପ୍ରଥମ ଗେମର ବିଜୟୀ ଦଳ ପଞ୍ଜାବ କିଙ୍ଗ୍ସକୁ ଭେଟୁଛନ୍ତି ଧୋନିଙ୍କ ଧୁରନ୍ଦର । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

|

ମୁମ୍ବାଇ: ଆଇପିଏଲ 2021 ର 8ମ ମ୍ୟାଚ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚରେ ପ୍ରଥମ ଗେମର ବିଜୟୀ ଦଳ ପଞ୍ଜାବ କିଙ୍ଗ୍ସକୁ ଭେଟୁଛନ୍ତି ଧୋନିଙ୍କ ଧୁରନ୍ଦର । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

CSK vs PBKS

ତେବେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସଠାରୁ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦିଲ୍ଲୀ ଦଳଠାରୁ ପ୍ରଥମ ମ୍ୟାଚ ହାରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ଆଜି ଉଭୟ ଦଳ ଏହା 2ୟ ମ୍ୟାଚ ହେବାକୁ ଯାଉଛି । ଦୁଇ ଦଳ ନିଜ ନିଜର ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କର ନାହାନ୍ତି । ପ୍ରଥମ ମ୍ୟାଚର ଅପରିବର୍ତ୍ତିତ ଏକାଦଶ ଆଜି ମ୍ୟାଚରେ ପଡିଆକୁ ଓହ୍ଲାଉଛି ।

ଏଠାରେ ଦୁଇ ଦଳର ଚୁଡାନ୍ତ ଏକାଦଶ:

  • ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ୍ ରାହୁଲ (ୱିକେଟକିପର / ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ଦୀପକ ହୁଡ୍ଡା, ନିକୋଲାସ୍ ପୁରାନ୍, ଶାହାରୁଖ ଖାନ୍, ଜାଇ ରିଚାର୍ଡସନ, ମୁରୁଗାନ୍ ଅଶ୍ୱିନ୍, ରେଲି ମେରେଡିଥ୍, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
  • ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଋତୁରାଜ ଗାଇକୱାଡ, ଫାଫ ଡୁ ପ୍ଲେସିସ୍, ସୁରେଶ ରାଇନା, ମୋଇନ ଅଲି, ଅମ୍ବାତି ରାୟୁଡୁ, ଏମଏସ ଧୋନି (ୱିକେଟକିପର / ଅଧିନାୟକ), ରବିନ୍ଦ୍ର ଜାଡେଜା, ସାମ କୁରାନ, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021, CSK vs PBKS: Chennai Super Kings have won the toss and have opted to field
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X