ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍
ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବ ଟି ଟ୍ବେଣ୍ଟି ମ୍ୟାଚ୍।

୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଅବଶିଷ୍ଟ ମ୍ୟାଚ୍।












Click it and Unblock the Notifications