ଏସିଆ କପ୍ 2025 ପାଇଁ ଭାରତର ଜର୍ସି: ସାର୍ଟରେ କୌଣସି ପ୍ରାୟୋଜକ ନାହିଁ

ଏସିଆ କପ ୨୦୨୫ କ୍ରିକେଟ ଟ୍ରଫି ପାଇଁ ଭାରତୀୟ ଟିମ ଦୁବାଇରେ ପହଞ୍ଚି ସାରିଛି । ସେପ୍ଟମ୍ବର ୯ରୁ ୮ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଂଟ ଟି୨୦ ଫର୍ମାଟରେ ଖେଳାଯିବ । ୨୦୨୩ରେ ଭାରତ ଏହି ଟ୍ରଫି ହାସଲ କରିଥିଲା ।

ଇତି ମଧ୍ୟରେ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଟିମର ଅଲରାଉଣ୍ଡର ଶିବମ ଦୁବେ ଏହି ଜର୍ସିର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଜର୍ସି ସ୍ପନଶରଶିପରୁ ଡ୍ରିମ ୧୧ ହଟିଯାଇଛି । ନୂତନ ଜର୍ସିରେ ବଡ ଧରଣର ପରିବର୍ତନ କରାଯାଇ ନ ଥିଲେ ମଧ୍ୟ ଡ୍ରିମ ୧୧ ନାମ ଉଠିଯାଇଛି । ଜର୍ସିର ରଙ୍ଗ ନୀଳ ହୋଇଥିବା ବେଳେ ଦୁଇ ହାତ କମଳା ରଙ୍ଗର ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି ।

Asia Cup 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଚୀନ୍ରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗ ଦେବା ପରେ ହୋଇଥିଲା। ସାଧାରଣତଃ, ଏପରି ହୁଏ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ କୌଣସି ବିଶ୍ୱ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଆନ୍ତି, ସେ ସେଠାରୁ ଫେରି ରାଷ୍ଟ୍ରପତିଙ୍କୁ ଏହା ବିଷୟରେ ଅବଗତ କରାଇଥାନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଏକ ଟେଲିଫୋନ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ଦୁଇ ନେତା ୟୁକ୍ରେନ ବିବାଦକୁ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ଉପରେ ମତ ବିନିମୟ କରିଥିଲେ। ଏହି ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସକାରାତ୍ମକ ସମୀକ୍ଷା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+