ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ମହିଳା ଟିମ୍ ଘୋଷଣା ; ହରମନପ୍ରୀତ ଅଧିନାୟିକା ଖେଳିବ ଦଳ

ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଭାବେ ହରମନପ୍ରୀତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ଚଳିତ ମାସ ୨୪ ତାରିଖରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ଶୃଙ୍ଖଳା ପାଇଁ ହରମନପ୍ରୀତ ଅଧିନାୟିକା ଦାୟିତ୍ୱ ତୁଲାଇବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ହେବାକୁ ଥିବା ଏକଦିବସୀୟ ମ୍ୟାଚ୍‌‌ ସହ ଆସନ୍ତା ବର୍ଷ ହେବାକୁ ଥିବା ଏକ ଦିବସୀୟ ବିଶ୍ୱକପ୍‌‌ ପାଇଁ ଭାରତୀୟ ମହିଳା ଦଳ ପ୍ରସ୍ତୁତି ଆରମ୍ଭ କରିଛି।

Indian women s team

ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ ତାଲିକା -
୧. ହରମନପ୍ରୀତ କୌର (ଅଧିନାୟିକା)
୨. ସ୍ମୃତି ମନ୍ଧାନା (ଉପ-ଅଧିନାୟିକା)
୩. ଶଫାଳୀ ବର୍ମା
୪. ଡି ହେମଲଥା
୫. ଦୀପ୍ତି ଶର୍ମା
୬. ଯେମିମା ରୋଡ୍ରିଗସ
୭. ୟାସ୍ତିକା ଭାଟିଆ (ୱିକେଟ ରକ୍ଷକ)
୮. ଉମା ଛେତ୍ରୀ (ୱିକେଟ ରକ୍ଷକ)
୯. ସାୟାଲୀ ସତଗରେ
୧୦. ଅରୁନ୍ଧତୀ ରେଡ୍ଡୀ
୧୧. ରେଣୁକା ସିଂହ ଠାକୁର
୧୨. ତେଜଲ ହାସବିନିସ
୧୩. ସାଇମ ଥାକର
୧୪. ପ୍ରିୟ ମିଶ୍ର
୧୫. ରାଧା ଯାଦବ
୧୬. ଶ୍ରେୟାଙ୍କ ପାଟିଲ

ତେବେ ଦଳରେ ରିଚା ଘୋଷ, ଆଶା ଶୋଭନା ଓ ପୂଜା ବସ୍ତ୍ରକାରଙ୍କୁ ଦଳରେ ସାମିଲ କରାଯାଇନାହିଁ। ରିଚା ଘୋଷ ଦ୍ୱାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆଘାତ ଯୋଗୁ ଆଶା ଶୋଭନା ଚିକିତ୍ସିତ ହେଉଛନ୍ତି। ପୂଜା ବସ୍ତ୍ରକାରଙ୍କୁ ବିଶ୍ରାମ ଦିଆଯାଇଥିବା ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+