T20 WC Final: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

T20 WC Final: ବାର୍ବାଡସରେ ଭାରତ-ଦକ୍ଷିଣ ଆଫ୍ରିକାର ଟାଇଟଲ ଟକ୍କର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କୌଣସି ପରିବର୍ତ୍ତନ ନକରି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ମଧ୍ୟ ପ୍ଲାଇଙ୍ଗ୍ କୌଣସି ପରିବର୍ତ୍ତନ କରିନାହାଁନ୍ତି।

T20 WC Final

ଦକ୍ଷିଣ ଆଫ୍ରିକା ପ୍ରଥମଥର ବିଶ୍ୱକପ ଫାଇନାଲ ଖେଳୁଥିବା ବେଳେ ୨୦୧୩ ପରେ ଭାରତ ଆଇସିସି ଟ୍ରଫି ଜିତି ନାହିଁ । ଆଜି ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ଥ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଏବଂ ଜସପ୍ରୀତ ବୁମ୍ରା ଫାଇନାଲ ଖେଳୁଛନ୍ତି । ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଥିବାରୁ ଆଇସିସି ରିଜର୍ଭ ଡେ'ର ମଧ୍ୟ ବ୍ୟବସ୍ଥା କରିଛି । ତେବେ ଯଦି ଆଜି ମ୍ୟାଚ୍ ସମୟରେ ବର୍ଷା ହୁଏ ତେବେ କାଲି ପୁଣି ସେଠାରୁ ହିଁ ମ୍ୟାଚ୍ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+