ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା
IND vs ZIM : ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା । ନୂଆ ଅଧିନାୟକ ଶୁଭମନ୍ ଗିଲଙ୍କ ନୃତ୍ୱରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ମ୍ୟାଚ୍ ଖେଳାଯିବ । ଯେଉଁଥିପାଇଁ ଟିମ୍ ଜିମ୍ବାୱେ ଗସ୍ତରେ ଯାଇଛି ଟିମ୍ । ଶୁଭମାନ ଗିଲ, ଅଭିଷେକ ଶର୍ମା, ରୁତୁରାଜ ଗାଇକୱାଡ, ରିଆନ ପାରାଗ, ଧ୍ରୁଭ ଜୁରେଲ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ଆବେଶ ଖାନ, ଖାଲିଲ ଅହମ୍ମଦ, ମୁକେଶ କୁମାର, ରବି ବିଶ୍ନୋଇ ଜିମ୍ବାୱେ ବିପକ୍ଷ ପ୍ରଥମ ଟି -20 ମ୍ୟାଚ୍ ଖେଳିପାରନ୍ତି ।

ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରୁହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି । ଟି-୨୦ ଫର୍ମଟାରୁ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜାଙ୍କ ପରି ଷ୍ଟାର ଖେଳାଳୀ ଅବସର ନେବା ପରେ ଅନେକ ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ମିଳିଛି । ରିୟାୟ ପରାଗ, ହର୍ଷିତ ଏବଂ ଅଭିଷେକ ଶର୍ମା ଅର୍ନ୍ତଜାତୀୟ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି ।












Click it and Unblock the Notifications