Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଟି-20: ବୁମରା ନେଉଛନ୍ତି ବିଶ୍ରାମ, ଶିକାର କରୁଛନ୍ତି ଅର୍ଶଦୀପ୍

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା । ଯାହାକୁ ସଠିକ୍ ପ୍ରମାଣିତ କରୁଛନ୍ତୁ ଭାରତୀୟ ବୋଲର ।

ଥିରୁଅନନ୍ତପୁରମ: ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-20 । କେରଳ ଥିରୁଅନନ୍ତପୁରମରେ ଗ୍ରୀନ୍ ଫିଲଡ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହୋଇଛି । ତେବେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା । ଯାହାକୁ ସଠିକ୍ ପ୍ରମାଣିତ କରୁଛନ୍ତୁ ଭାରତୀୟ ବୋଲର ।

India vs South Africa 1st T20

ଏହି ରିପୋର୍ଟ ଲେଖାଯିବା ବେଳକୁ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକ ଦଳର 13 ରନରେ 5ଟି ୱିକେଟ୍ ର ପତନ ହୋଇସାରିଛି । ବିଶ୍ରାମ ପରେ ମ୍ୟାଚ ଖେଳୁଥିବା ଅର୍ଶଦୀପ୍ ସିଂ ଗୋଟିଏ ପରେ ଗୋଟିଏ ଶିକାର କରୁଛନ୍ତି । ତେବେ ଆହାତ କାରଣରୁ ଦଳର ପ୍ରମୁଖ ସ୍ପିଡ ଷ୍ଟାର ଜସପ୍ରିତ ବୁମରାଙ୍କୁ ଏକାଦଶରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଦଳରେ ଦୀପକ ଚହର ଖେଳୁଛନ୍ତି । ସେହିପରି ଚହଲଙ୍କୁ ବାଦ୍ ଦିଆଯାଇ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+