ଆଜି ହେବ କଡ଼ା ଟକ୍କର: ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍

IND vs PAK: ଟି-୨୦ ବିଶ୍ୱକପରେ ଆଜି ନ୍ୟୁୟର୍କରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଯାହାକୁ ନେଇ ଆଜି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ରବିବାର ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଛି । ଭାରତୀୟ ସମୟ ରାତି 8 ଟାରୁ ମ୍ୟାଚ୍ ଆରମ୍ଭ ହେବ ।

IND vs PAK

ତେବେ ସମାନ ଗ୍ରାଉଣ୍ଡରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଶେଷ ମ୍ୟାଚ ଜିତିଥିବାବେଳେ ପାକିସ୍ତାନକୁ ଆମେରିକାର ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ସିରିଜରେ ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଛି । ଆୟର୍ଲାଣ୍ତ-ଇଣ୍ତିଆ ମ୍ୟାଚରେ ଓପନିଂ କରିଥିଲେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ମ୍ୟାଚରେ ଅର୍ଥାତ୍ ପାକିସ୍ତାନ ବିପକ୍ଷରେ ମଧ୍ୟ ଓପନିଂ କରିବେ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+