ଭାରତ ବନାମ ନ୍ୟୁଜିଲାଣ୍ଡ: ପୁଣି ଖେଳ ରୋକିଲା ବର୍ଷା
ଆଜି ଖେଳାଯାଉଛି ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମୁକାବିଲା । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା । ତେବେ 6.4 ଓଭର ବୋଲିଂ ହୋଇଥିବା ବେଳେ ବର୍ଷା ଯୋଗୁଁ ଖେଳ ପୁଣି ବା
ୱେଲିଂଣ୍ଟନ୍: ଆଜି ଖେଳାଯାଉଛି ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମୁକାବିଲା । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା । ତେବେ 6.4 ଓଭର ବୋଲିଂ ହୋଇଥିବା ବେଳେ ବର୍ଷା ଯୋଗୁଁ ଖେଳ ପୁଣି ବାଧାପ୍ରାପ୍ତ ହୋଇଛି ।

ବର୍ଷା ଲାଗି ପ୍ରଥମ ଟି-୨୦ ମ୍ୟାଚ୍କୁ ବାତିଲ କରାଯାଇଥିଲା । ଆଉ ରବିବାର ଦିନ ୨ୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ଏହା ପରେ ଦିନିକିଆ, ଟି-୨୦, ଟେଷ୍ଟ ସିରିଜ ଖେଳିବ ଭାରତ । ହାର୍ଦ୍ଦିକ ପାଣ୍ଡ୍ୟଙ୍କ ନେତୃତ୍ୱରେ ଟିମ୍ ନ୍ୟୁଜିଲାଣ୍ଡ ଗସ୍ତ କରିଛି ।
- ଭାରତ: ଇଶାନ କିଷନ, ଶୁଭମନ ଗିଲ୍, ଶ୍ରେୟାସ ଆୟର/ସଞ୍ଜୁ ସାମସନ/ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ/ଉମ୍ରାନ ମଲିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।
- ନ୍ୟୁଜିଲାଣ୍ଡ: ଫିନ ଆଲେନ, ଡେଭନ କନୱେ, କେନ ୱିଲିୟମସନ(ଅଧିନାୟକ), ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଟିମ ସାଉଦି, ଆଇସ ସୋଧି, ଆଡାମ ମିଲନେ, ଲୋକି ଫର୍ଗୁସନ ।












Click it and Unblock the Notifications