IND vs ENG: ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ତିଳକ ବର୍ମା

ଜବରଦସ୍ତ ଫର୍ମରେ ଟିମ୍‌ ଇଣ୍ଡିଆର ବ୍ୟାଟର । ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି । ଶନିବାର ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଛି । ତିଳକଙ୍କ ୭୨ ରନ୍‌ର ଇନିଂସ ଯୋଗୁ ଭାରତ ୨ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଛି।

India vs England

ଚେନ୍ନାଇର ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଟସ୍‌ ଜିତି ବୋଲିଂ ଚୟନ କରିଥିଲା। ଦଳ ପକ୍ଷରୁ ସ୍ପିନରମାନେ ଇଂଲଣ୍ଡ ବ୍ୟାଟିଂକୁ ପ୍ରଭାବିତ କରିଥିଲେ। ଫଳରେ ଦଳ ୧୬୫ ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଇଂଲଣ୍ଡର ଦ୍ରୁତ ବୋଲିଂ ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ପଠାଇଥିଲା। ହେଲେ ତିଳକ ବର୍ମା ଶେଷ ଓଭର ପର୍ଯ୍ୟନ୍ତ ଲଢ଼ି ଲକ୍ଷ୍ୟକୁ ହାସଲ କରିନେଇଛନ୍ତି। ଭାରତ ଏହି ବିଜୟ ସହ ୨-୦ରେ ଆଗୁଆ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+