ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟି-20 ମୁକାବିଲା: ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ସିରିଜ ଜିତିଲା ଭାରତ
ଉଦ୍ଘାଟନୀ ଦୁଇଟି ଟି-୨୦ରେ ନିଶ୍ଚିତ ବିଜୟ ହାସଲ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ 3-0 ରେ କ୍ଲିନ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି
ଭାରତୀୟ ପାଳି
That's that from the third T20I. Australia win by 12 runs.#AUSvIND pic.twitter.com/wAOa7nYi5R
— BCCI (@BCCI) December 8, 2020
12 ରନରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ସିରିଜ ଜିତିଲା ଭାରତ
Australia win the third Dettol T20I by 12 runs!
SCORECARD: https://t.co/SVToo67My2#AUSvIND pic.twitter.com/HhgWAf3MFJ
— cricket.com.au (@cricketcomau) December 8, 2020
କୋହଲିଙ୍କ ଅର୍ଦ୍ଧଶତକ
25th T20I fifty for Virat Kohli 💥
It's also his first in the format this year. His last half-century in T20Is came in December 2019!#AUSvIND pic.twitter.com/rQ16hDigk3
— ICC (@ICC) December 8, 2020
ଇଂନିସ ରିପୋର୍ଟ
Australia finish with 186/5 on the back of fifties from Glenn Maxwell and Matthew Wade!
What are your predictions for the chase? 👀#AUSvIND SCORECARD 👉 https://t.co/aLozLSAnsU pic.twitter.com/EnDwHzsPzJ
— ICC (@ICC) December 8, 2020
ଗ୍ରାଉଣ୍ଡରେ ଆକ୍ସିଡେଣ୍ଟ !!!
So that's why Gerard Abood wears the helmet! 😂 #AUSvIND pic.twitter.com/CGbYDiZkaW
— cricket.com.au (@cricketcomau) December 8, 2020
ଫିଞ୍ଚ ଆଉଟ
Washington Sundar with the first wicket of the game!
Finch departs for a duck.
Live - https://t.co/w2btSXTjYW #AUSvIND pic.twitter.com/Eg1z7U3VGd
— BCCI (@BCCI) December 8, 2020
ସିଡନୀ: ଉଦ୍ଘାଟନୀ ଦୁଇଟି ଟି-୨୦ରେ ନିଶ୍ଚିତ ବିଜୟ ହାସଲ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ 3-0 ରେ କ୍ଲିନ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି । ଆଜି ହ୍ୱାଇଟ ବଲ କ୍ରିକେଟର ଅର୍ଥାତ ଟି-20 ସିରିଜର ଏଠାର ଶେଷ ମ୍ୟାଚ ଖେଳାଯିବ ।













Click it and Unblock the Notifications