ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ଟି-20 ଉପରେ କବଜା କଲା ଭାରତ, 11 ରନରେ ଜିତିଲା ମ୍ୟାଚ
ଦିନିକିଆ ସିରିଜରେ 1-2ରେ ମାତ୍ ପାଇବା ପରେ ଆଜି ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ କଠୋର ଆହ୍ୱାନ ହେବ ।
କାନବେରାରୁ କୋହଲିଙ୍କ ୱିନିଂ ଟ୍ରାକ ଆରମ୍ଭ
#TeamIndia win the first T20I by 11 runs.
Scorecard - https://t.co/NqBIFiANv3 #AUSvIND pic.twitter.com/UGMTR3QaP6
— BCCI (@BCCI) December 4, 2020
କୋହଲିଙ୍କ ରିଭ୍ୟୁ, ମାକ୍ସୱେଲ ଆଉଟ୍
Smart review by Kohli too - overturned to hand Natarajan his first T20I wicket #AUSvIND pic.twitter.com/tLQrGi5qAk
— cricket.com.au (@cricketcomau) December 4, 2020
ଷ୍ଟାର୍ଟ୍ସ ଆଟାକା
SHOT FINCH!
Watch live #AUSvIND on @FoxCricket & @Kayosports: https://t.co/OuCGDkVSMq pic.twitter.com/l7TYx5omoQ
— cricket.com.au (@cricketcomau) December 4, 2020
ଏକା ଲଢିଲେ ରାହୁଲ, ଶେଷରେ ଜାଡେଜା କଲେ କମାଲ
Innings Break!
A half-century from @klrahul11 and a quick-fire 44* from @imjadeja propel #TeamIndia to a total of 161/7 on the board.
Scorecard - https://t.co/3MGX8Wfhsy #AUSvIND pic.twitter.com/7hOHnC7MIe
— BCCI (@BCCI) December 4, 2020
ଧୱନ ଆଉଟ
Castled! Brilliant start from Starc! 🔥
Live #AUSvIND: https://t.co/SCOCCnqPsY pic.twitter.com/Kw8NEIXjjv
— cricket.com.au (@cricketcomau) December 4, 2020
ଭାରତୀୟ ଏକାଦଶ
Onwards and upwards!
After his ODI debut, @Natarajan_91 will today play his maiden T20I game for #TeamIndia. He gets his 🧢 from @Jaspritbumrah93 #AUSvIND pic.twitter.com/hfDsw2Tycu
— BCCI (@BCCI) December 4, 2020
କାନବେରା: ଭାରତ ବନାମ ଅଷ୍ଟ୍ରେଲିଆ 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ତେବେ ଦିନିକିଆ ସିରିଜରେ 1-2ରେ ମାତ୍ ପାଇବା ପରେ ଆଜି ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ କଠୋର ଆହ୍ୱାନ ହେବ ।













Click it and Unblock the Notifications