ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ
ଭାରତୀୟ ଦଳ ଆସନ୍ତା ଜୁନ ମାସ ଶେଷଭାଗରେ ଆୟର୍ଲାଣ୍ଡ ଗସ୍ତ କରି ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ। ମ୍ୟାଚ୍ର ଫର୍ମାଟ୍ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ସମ୍ଭବତଃ ଟ୍ବେଣ୍ଟି-୨୦ ଖେଳାଯିବାର ସମ୍ଭାବନା ରହିଛି। ଏ ନେଇ ଖୁବଶୀଘ୍ର ବିସିସିଆଇ ପକ୍ଷରୁ ଘୋଷଣା କରାଯିବ। ଆୟର୍ଲାଣ୍ଡ ବିପକ୍ଷ ଏହି ଶୃଙ୍ଖଳା ଭାରତୀୟ ଦଳର ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରେ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପୂର୍ବରୁ ହେବ।
ଜୁନ ମାସରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ ଓ ତିନିଟି ଦିନିକିଆ ଖେଳିବ। ଏହି ଶୃଙ୍ଖଳାର ଶେଷ ଦିନିକିଆ ଜୁନ ୨୦ରେ ଖେଳାଯିବ। ସେହିପରି ଜୁଲାଇରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ପାଞ୍ଚଟି ଟ୍ବେଣ୍ଟି-୨୦ ଓ ତିନିଟି ଦିନିକିଆ ଖେଳିବ। ୨୦୧୮, ୨୦୨୨ ଓ ୨୦୨୩ରେ ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତ କରି ତିନିଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା। କିନ୍ତୁ ଏଥର ଭାରତର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ଦଳ ୨ଟି ମ୍ୟାଟ୍ ଖେଳିବ।

More From
-
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
ଆଇପିଏଲ୍ ଖେଳିବାକୁ ବେଙ୍ଗାଲୁରୁରେ ବିରାଟ କୋହଲି -
IPL 2026: ନୂଆ ଜର୍ସି ଉନ୍ମୋଚିତ କଲା ରାଜସ୍ଥାନ ରୟାଲ୍ସର -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ











Click it and Unblock the Notifications