ଦ. ଆଫ୍ରିକା ବିପକ୍ଷ ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ଶୁବମନ-ହାର୍ଦ୍ଦିକ
ଦକ୍ଷିଣ ଆଫ୍ରିକା ସହ ଆଗାମୀ ଟି୨୦ ସିରିଜ୍ ପାଇଁ ଏବେ ଭାରତୀୟ ଦଳ ଘୋଷଣା କରାଯାଇଛି । ଏସିଆ କପ୍ ପରେ ଅଲରାଉଣ୍ଡର ପାଣ୍ଡ୍ୟା ଦଳକୁ ପ୍ରତ୍ତ୍ୟାବର୍ତ୍ତନ କରିଥିବା ବେଳେ ଟେଷ୍ଟ ସିରିଜ୍ ବେଳେ ଆହତ ଗିଲ୍ ଦଳକୁ ଉପଅଧିନାୟକ ଭାବେ ଫେରିଛନ୍ତି ।

ଭାରତୀୟ ଦଳ : ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର ।












Click it and Unblock the Notifications