Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରି ମ୍ୟାଚ, ମହିଳାଙ୍କ ପାଇଁ କରାଯାଇଛି ସ୍ଵତନ୍ତ୍ର ଟିକେଟ କାଉଣ୍ଟର ବ୍ୟବସ୍ଥା

୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ମ୍ୟାଚ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି । ଆସନ୍ତାକାଲି କାଉଣ୍ଟରରେ ଆରମ୍ଭ ହେବ ଅଫଲାଇନ୍ ଟିକଟ୍ ବିକ୍ରି । ପ୍ରଥମ ଥର ପାଇଁ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଉଛି ।

Barabati Stadium

ମୋଟ ତିନିଟି ଟିକେଟ କଣ୍ଟେନର ମଧ୍ୟରେ ପାଞ୍ଚଟି ଟିକେଟ କାଉଣ୍ଟର ବ୍ୟବସ୍ଥା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ପୂର୍ବ ଥର ପରି ଠେଲାପେଲା ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଟିକେଟ କିଣିବା ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଭିନ୍ନ ଭିନ୍ନ ରଖାଯିବ । ପ୍ରଥମଥର ପାଇଁ ସର୍ପେନଟାଇନ ଡିଜାଇନରେ ହୋଇଛି ଲୁହା ବ୍ୟାରିକେଡ । ଟିକେଟ କଳାବଜାରୀ ଉପରେ ସତର୍କ ଦୃଷ୍ଟି ରଖିବ କମିଶନରେଟ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+