ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ ମ୍ୟାଚ୍ ବାତିଲ୍; ଭାରତୀୟ ଖେଳାଳି ମ୍ୟାଚ୍ରୁ ଓହରିବା ପରେ ରଦ୍ଦ ଘୋଷଣା
ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ ମ୍ୟାଚ୍ ବାତିଲ୍ । ୱାଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ମ୍ୟାଚ୍ ରଦ୍ଦ । ମ୍ୟାଚ୍ ବାତିଲ୍ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା । ଭାରତୀୟ ଖେଳାଳି ମ୍ୟାଚ୍ରୁ ଓହରିବା ପରେ ରଦ୍ଦ ଘୋଷଣା । ପ୍ରେସ୍ ରିଲିଜ୍ ଜାରି କରି ଆୟୋଜକଙ୍କ ପକ୍ଷରୁ ଦୁଃଖ ପ୍ରକାଶ ।













Click it and Unblock the Notifications