Asia Cup 2023: ନେପାଳ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଭାରତ

ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଭାରତ । ନେପାଳ ବିପକ୍ଷରେ ଟସ୍ ଜିତି ଭାରତ ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ବିଜୟ ଟିମ୍ ସୁପର ଓଭର ଖେଳିବ । ତେବେ ପୂର୍ବ ମ୍ୟାଚ ପରି ବର୍ଷା ଏଥିରେ ବାଧା ସୃଷ୍ଟି କରିପାରେ ।

toss

ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍‌ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ହୋଇଛି ।

ଆଜି ନେପାଳ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍‌ ବାହାରିବାର ଆବଶ୍ୟକତା ରହିଛି । ସେହିପରି ନେପାଳର ଲେଗ୍‌ସ୍ପିନର୍‌ ସନ୍ଦୀପ ଲାମିଚାନ୍‌ ଏବଂ ଅଧିନାୟକ ରୋହିତ ପୌଡ଼ଲ୍‌ଙ୍କ ବୋଲିଂ ଭାରତ ପାଇଁ ଆହ୍ବାନ ଆଣିପାରେ ।

ପାଣିପାଗର ପୂର୍ବାନୁମାନ କ'ଣ କହୁଛି ?

ସୋମବାର ପାଲଲେକାଲରେ ପ୍ରାୟ 60 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଟସ୍ ସମୟରେ (2:30 ଅପରାହ୍ନ IST) ବର୍ଷା ହେବାର ସମ୍ଭାବନା ୨୨ ପ୍ରତିଶତ ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଥିତି ସମାନ ରହିବ । ଖେଳର ଦ୍ୱିତୀୟାର୍ଦ୍ଧରେ ବର୍ଷା ହେବାର ସମ୍ଭାବନା ୬୬ ପ୍ରତିଶତ ରହିପାରେ । ଏଭଳି ପରିସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ୍ ପରି ପୁଣି ଥରେ ଅଧା ମ୍ୟାଚ୍ ଦେଖିବାକୁ ମିଳିପାରେ ।

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର୍‌, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି , ମହମ୍ମଦ ସିରାଜ

ନେପାଳ : କୁଶାଲ ଭୁର୍ତେଲ, ଆସିଫ୍‌ ସେଖ୍‌ (ୱିକେଟରକ୍ଷକ), ରୋହିତ ପୌଡ଼ଲ୍‌ (ଅଧିନାୟକ), ଭୀମ ସାର୍କି, ସୋମପାଲ କାମି, ଗୁଲସନ୍ ଝା ଦୀପେନ୍ଦ୍ର ସିଂହ ଏରେସ୍‌, କୁଶାଲ ମଲ୍ଲ, ସନ୍ଦୀପ ଲାମଚାନ୍‌, କରଣ କେସି, , ଲଳିତ ରାଜବଂଶୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+