Get Updates
Get notified of breaking news, exclusive insights, and must-see stories!

ଟି ୨୦ ବିଶ୍ବକପ୍‌-୨୦୨୬ର ସୁପର-୮ ରାଉଣ୍ଡରେ ଜିମ୍ବାୱେକୁ ୭୨ ରନରେ ହରାଇଲା ଭାରତ

ଆଇ.ସି.ସି. ପୁରୁଷ ଟି-ଟ୍ୱେଣ୍ଟି କ୍ରିକେଟ୍‍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍‍ରେ ଭାରତ ବିଜୟୀ ହୋଇଛି । ଚେନ୍ନାଇର ଏମ୍‍.ଏ. ଚିଦାମ୍ବରମ୍‍
ଷ୍ଟାଡିୟମ୍‍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ସୁପର-ଏଇଟ୍‍ ପର୍ଯ୍ୟାୟର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରେ ଭାରତ' ଜିମ୍ବାୱେକୁ ୭୨ରନ୍‍ରେ
ପରାସ୍ତ କରିଛି । ଟସ୍‍ ଜିତି ଜିମ୍ବାୱେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

india

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‍ ବିନିମୟରେ ୨୫୬ରନ୍‍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ରନ୍‍ ଏବଂ ଅଭିଶେକ ଶର୍ମା ୫୫ରନ୍‍ ସଂଗ୍ରହ କରିଥିଲେ । ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ୬ ୱିକେଟ୍‍ ବିନିମୟରେ ୧୮୪ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଆସନ୍ତା ରବିବାର ଦିନ ଭାରତ ସୁପର୍‍- ଏଇଟ୍‍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+