ଜୁନରେ ବାରବାଟୀ ଟି-20 !

ଆସନ୍ତା ଜୁନ ମାସରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।

କଟକ: ଓସିଏକୁ ଫେରୁଛି ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ । ଫେବୃଆରୀରେ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟି-20 ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତିରତ କରାଯିବା ପରେ, ଏବେ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ଆଶା ବାନ୍ଧିଛି ଆଉ ଏକ ଟି-20 ମ୍ୟାଚ ଆୟୋଜନ ନେଇ ।

Barabati Stadium

ମିଳିଥିବା ଖବର ଅନୁସାରେ, ଆସନ୍ତା ଜୁନ ମାସରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଟି-୨୦ ମ୍ୟାଚ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଥିବା ନେଇ ସେ କହିଛନ୍ତି ।

ସୂଚନା ଅନୁସାରେ କୋଭିଡ ମହାମାରୀ ପାଇଁ ୧୫ ତାରିଖରେ ହେବାକୁ ଥିବା ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତର କରି ନିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ସମସ୍ତ ଟି-୨୦ ମ୍ୟାଚ କୋଲକାତାରେ ଖେଳାଯିବା ନେଇ ବିସିସିଆଇ ନିଷ୍ପତ୍ତି ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+