Get Updates
Get notified of breaking news, exclusive insights, and must-see stories!

IND vs SA: ପ୍ରଥମେ ବ୍ୟାଟିଂ କରିବ ଭାରତ, ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ

ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର 5 ମ ତଥା ଅନ୍ତିମ ଟି -20 ମ୍ୟାଚ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

ବେଙ୍ଗାଲୁରୁ: ସ୍ଥାନୀୟ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର 5 ମ ତଥା ଅନ୍ତିମ ଟି -20 ମ୍ୟାଚ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଟେମ୍ବା ବାଭୁମା ଆହତ ହୋଇଛନ୍ତି ଏବଂ କେଶବ ମହାରାଜ ତାଙ୍କ ସ୍ଥାନରେ ଭ୍ରମଣକାରୀ ଦଳର ଅଧିନାୟକତ୍ୱ ଗ୍ରହଣ କରୁଛନ୍ତି।

IND vs SA 5th T20I

ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ସିରିଜର ପ୍ରଥମ ଦୁଇଟି ଟି-20 ମ୍ୟାଚ୍ ଜିତି 2-0 ଅଗ୍ରଣୀ ହାସଲ କରିଥିଲା । ତା'ପରେ ଆୟୋଜକ ଦଳ ଏକ ଦୃଢ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୧ରେ ବରାବାର କରିଥିଲା । ବର୍ତ୍ତମାନ 5ମ ଟି -20 ମ୍ୟାଚରୁ ସିରିଜର ବିଜେତା ମିଳିବ ।

  • ଦକ୍ଷିଣ ଆଫ୍ରିକା ଏକାଦଶ: କ୍ୱିଣ୍ଟନ୍ ଡି କକ୍ , ରେଜା ହେଣ୍ଡ୍ରିକ୍ସ, ରସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିକ୍ କ୍ଲାସେନ୍, ଟ୍ରଷ୍ଟାନ୍ ଷ୍ଟବ୍ସ୍, ଡୱେନ୍ ପ୍ରିଟୋରିୟସ୍, କାଗିସୋ ରାବାଡା, କେଶଭ ମହାରାଜ (ଅଧିନାୟକ), ଲୁଙ୍ଗି ନଗିଡି, ଏନ୍ରିକ୍ ନୋର୍କିଆ ।
  • ଭାରତ ଏକାଦଶ: ଋତୁରାଜ ଗାଇକ୍ୱାଡ, ଇଶାନ କିଶନ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ଆଭେଶ ଖାନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+