ଭାରତ ବନାମ ଦକ୍ଷିଣ ଆଫ୍ରିକା: ଝିଅ ଜନ୍ମଦିନରେ ଟସ ଜିତିଲେ କୋହଲି

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ବିରାଟ କୋହଲି ।

କେପଟାଉନ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ବିରାଟ କୋହଲି । ତିନି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଚ ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି । ଫଳରେ ଅନ୍ତିମ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

IND vs SA

ବର୍ତ୍ତମାନ କେପଟାଉନ୍‌ ଉଭୟ ଦଳ ପାଇଁ ସିରିଜ ବିଜୟ ସୁଯୋଗ ନେଇ ଆସିଛି । ଭାରତୀୟ ଦଳର ପଲା ଭାରି ଜଣା ପଡ଼ୁଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ରଖିଛି ।

କେପ୍‌ ଟାଉନ୍‌ରେ ଭାରତ ୫ଟି ଟେଷ୍ଟ ଖେଳିଥିଲେ ହେଁ ବିଜୟ ସ୍ୱାଦ ଚାଖିପାରି ନାହିଁ । ୩ଟି ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅନ୍ୟ ପଟରେ ଦେଖିବାକୁ ଗଲେ କୌଣସି ଉପମହାଦେଶୀୟ ଦଳ କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇ ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+