IND vs PAK Asia Cup: ପାକିସ୍ତାନକୁ ସଅଳ ଝଟକା ଦେଲା ଭାରତ

IND vs PAK Asia Cup Live Score: ଭାରତକୁ ଦୁଇଟି ସଫଳତା ମିଳିଛି । ଭାରତୀୟ ଦଳ ଏକ ଭଲ ଆରମ୍ଭ କରି ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଦେଇଛି। ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ସାମ ଆୟୁବଙ୍କୁ ଆଉଟ୍ କରିଛନ୍ତି ଏବଂ ଏବେ ଜସପ୍ରିତ ବୁମରାହ ମହମ୍ମଦ ହାରିସଙ୍କୁ ପାଭିଲିୟନ ପଠାଇଛନ୍ତି

ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ପାକିସ୍ତାନକୁ ପ୍ରଥମ ଝଟକା ଦେଇଛନ୍ତି। ହାର୍ଦ୍ଦିକ ବୋଲିଂ ଆରମ୍ଭ କରି ପ୍ରଥମ ବଲକୁ ୱାଇଡ୍ କରିଥିଲେ, କିନ୍ତୁ ପରବର୍ତ୍ତୀ ବଲରେ ସାମ୍ ଆୟୁବ ବୁମରାହଙ୍କୁ ସହଜ କ୍ୟାଚ୍ ଦେଇଥିଲେ। ସାମ୍ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ ଏବଂ ଏକ ପ୍ରକାର ପ୍ରଥମ ବଲରେ ପାକିସ୍ତାନକୁ ଝଟକା ଲାଗିଛି।

IND vs PAK Asia Cup
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+