IND vs ENG: ବାରବାଟୀରେ ବ୍ୟାରିକେଡ ଭାଙ୍ଗି ଦେଲେ ଲୋକେ
ବାରବାଟୀରେ ବ୍ୟାରିକେଡ ଭାଙ୍ଗି ଦେଲେ ଲୋକେ । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ଭାଙ୍ଗିଲେ। କାଲି ରାତିରୁ ଧାଡ଼ିରେ ଥିଲେ ବି ଟିକେଟ ପାଇଲେନି। ୬ଟାରେ କାଉଣ୍ଟର ବନ୍ଦ ହେବାରୁ ଭାଙ୍ଗିଦେଲେ। ଟିକେଟ ନେଇ କାଉଣ୍ଟରରେ ଆରମ୍ଭରୁ ଲାଗି ରହିଛି ଭିଡ଼। ବ୍ୟବସ୍ଥାକୁ ନେଇ କ୍ରିକେଟ ପ୍ରେମୀ ହତାଶ।













Click it and Unblock the Notifications