IND vs ENG::କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ୯ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତିକୁ ନେଇ ସମୀକ୍ଷା। ସମୀକ୍ଷା ପରେ ପ୍ରସ୍ତୁତି ସନ୍ତୋଷଜନକ କହିଲେ ମୁଖ୍ୟମନ୍ତ୍ରୀ। ୯ ତାରିଖରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଖେଳାଯିବ।

mohan majhi

ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ୍। ପ୍ରସ୍ତୁତି ସନ୍ତୋଷଜନକ; ସମୟ ଅନୁସାରେ ସବୁ ଠିକ୍ ଚାଲିଛି। ୯ ତାରିଖରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଖେଳାଯିବ।
ମ୍ୟାଚ ପାଇଁ ଗୋଟିଏ ସଙ୍ଗୀତ ଉନ୍ମୋଚନ କରାଯାଇଛି । ଆଶା କରିବି ଏଥର ମ୍ୟାଚ୍ ବହୁତ ଉତ୍ସାହପୂର୍ଣ୍ଣ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+