IND vs ENG: ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବ ଇଂଲଣ୍ଡ; ଖେଳିବେନି ବିରାଟ, ଡେବ୍ୟୁ କରିବେ ଯଶସ୍ୱୀ, ରାଣା

ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଇଂଲଣ୍ଡର ଅଧିନାୟକ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରୋହିତ ଟସ୍ ସମୟରେ କହିଥିଲେ ଯେ ବିରାଟ କୋହଲି ଏହି ମ୍ୟାଚ୍ ଖେଳିବେ ନାହିଁ। ଭାରତୀୟ ଅଧିନାୟକ କହିଛନ୍ତି ଯେ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଛି ଯାହା ଯୋଗୁଁ ସେ ଏହି ମ୍ୟାଚ୍‌ରେ ରହିବେ ନାହିଁ ।

England win the toss and bat first

IND vs ENG : ଉଭୟ ଦଳର ପ୍ଲେଇଂ-୧୧

ଇଂଲଣ୍ଡ: ବେନ୍ ଡକେଟ, ଫିଲ୍ ସଲ୍ଟ (ୱିକେଟକିପର), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଜାକବ୍ ବେଥେଲ୍, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ସାକିବ୍ ମହମୁଦ୍।

ଭାରତ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶ୍ରେୟସ ଆୟର, ଶୁଭମନ ଗିଲ (ଉପ-ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+