Get Updates
Get notified of breaking news, exclusive insights, and must-see stories!

IND vs ENG, 2nd T-20: ପ୍ରଥମେ ବୋଲିଂ କରିବ ଭାରତ, ଡେବ୍ୟୁ କଲେ ସୂର୍ଯ୍ୟ-କିଷାନ

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।

India have won the toss and have opted to field: ଭାରତ ବନାମ ଇଂଲଣ୍ଡ, 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।

IND vs ENG

ତେବେ ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଭାରତ ପ୍ରଥମ ମ୍ୟାଚକୁ 8 ୱିକେଟରେ ହାରିଥିଲା। ଫଳରେ ଆଜି ମ୍ୟାଚକୁ ଜିତି ଟ୍ରାକକୁ ଫେରିବାକୁ ଚାହିଁବ ଘରୋଇ ଦଳ ।

ଅନ୍ୟପଟେ ଭାରତୀୟ ଏକାଦଶରେ ବ୍ୟାପକ ପରିବର୍ତ୍ତନ ନଜର ଆସିଛି । ବହୁ ପ୍ରତୀକ୍ଷାର ଅନ୍ତଘଟି ଦଳରେ ଡେବ୍ୟୁ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ସୂର୍ଯ୍ୟକୁମାର ଯାଦବ ଓ ଇଷାନ କିଶାନ । ଶିଖର ଧୱନ ଓ ଅକ୍ସର ପଟେଲଙ୍କ ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଜାଗା ମିଳିଛି ।

ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ ହୋଇଛି ।

  • ଭାରତୀୟ ଚୁଡାନ୍ତ ଏକାଦଶ: କେଏଲ ରାହୁଲ, ଇଶାନ କିଶନ, ବିରାଟ କୋହଲି (ଅଧିନାୟକ),ଋଭ ପନ୍ତ (ୱିକେଟକିପର), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶ୍ରାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଜଭେନ୍ଦ୍ର ଚହଲ ।
  • ଇଂଲଣ୍ଡ ଚୁଡାନ୍ତ ଏକାଦଶ: ଜେସନ ରୟ, ଜୋସ ବଟଲର (ୱିକେଟକିପର), ଡେଭିଡ ମାଲାନ, ଜନି ବେୟାରଷ୍ଟୋ, ଇଓନ ମୋର୍ଗାନ (ଅଧିନାୟକ), ବେନ ଷ୍ଟୋକ୍ସ, ସାମ କୁରାନ, ଜୋଫ୍ରା ଆର୍ଚ୍ଚର, ଟମ କୁରାନ, କ୍ରିସ ଜୋର୍ଡାନ, ଆଦିଲ ରସିଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+