IND vs ENG: ପ୍ରଥମେ ବ୍ୟାଟିଂ କରିବ ଭାରତ

ଭାରତ ବନାମ ଇଂଲଣ୍ଡ ଟି-20 ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ ।

ଅହମଦାବାଦ: ଭାରତ ବନାମ ଇଂଲଣ୍ଡ ଟି-20 ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ଟେଷ୍ଟ ସିରିଜକୁ 3-1ରେ ହାତେଇବା ପରେ ବିଶ୍ବକପ ଟି-20 ପୂର୍ବରୁ ଧମାକା କରିବା ଲକ୍ଷ୍ୟରେ ରହିଛି ଘରୋଇ ଭାରତୀୟ ଦଳ ।

IND vs ENG, 1st T20I

ତେବେ ଭାରତୀୟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା କହିଛନ୍ତି ବିରାଟ କୋହଲି । ତେବେ ଦଳ ପାଇଁ ଓପନ କରିବେ ଶିଖର ଧୱନ ଓ କେଏଲ ରାହୁଲ । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳି ନାହିଁ । ଘରୋଇ ଦଳ 3ଟି ସ୍ପିନରଙ୍କୁ ପଡିଆକୁ ଓହ୍ଲାଇଛି ।

  • ଭାରତୀୟ ଏକାଦଶ: କେଏଲ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଶ୍ରେୟାସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଆକ୍ସର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ ।
  • ଇଂଲଣ୍ଡ ଏକାଦଶ: ଜେସନ ରଏ, ଜୋସ୍ ବଟଲର, ଡେଭିଡ ମାଲାନ, ଜନି ବେୟାରଷ୍ଟୋ, ଇଓନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, ଜୋଫ୍ରା ତୀରନ୍ଦାଜ, କ୍ରିସ ଜୋର୍ଡାନ, ଆଦିଲ ରସିଦ, ମାର୍କ ଉଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+