IND vs BAN: ବାଂଲାଦେଶକୁ ୪୧ ରନ୍ରେ ପରାସ୍ତ କରି ଫାଇନାଲରେ ଭାରତ
ବାଂଲାଦେଶକୁ ୪୧ ରନ୍ରେ ପରାସ୍ତ କଲା ଭାରତ । ଏସିଆକପ୍ କ୍ରିକେଟ୍ ସୁପର୪ର ଭାରତ ବାଂଲାଦେଶ ମ୍ୟାଚ୍ରେ ଭାରତ ପ୍ରଥମ ବ୍ୟାଟିଂ କରି ୧୬୮ ରନ୍ କରିଥିଲା । ଏହାର ଓପନିଂ ବ୍ୟାଟର ଅଭିଷେକ୍ ଶର୍ମା ସର୍ବିଧିକ ୭୫ ରନ୍ କରିଥିଲେ । ସେ ୩୭ଟି ବଲ୍ରେ ୬ଟି ଚୌକା ଏବଂ ଗୋଟିଏ ଛ ସାହାଯ୍ୟରେ ୭୫ ରନ୍ କରିଥିଲେ । ଏହାପରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ବ୍ୟତୀତ ଆଉ କେହି ଭଲ ଖେଳ ପ୍ରଦର୍ଶନ କରି ନଥିଲେ । ହାର୍ଦ୍ଦିକ ୩୮ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍ ୨୯ ରନ୍ କରିଥିଲେ ।
ବାଂଲାଦେଶ ପକ୍ଷରୁ ରିଶାଦ୍ ହୁସେନ୍ ଦୁଇଟି. ତାଂଜିମ୍ ହାସନ୍ , ମୁସ୍ତାଫିଜୁର ଓ ଶାଫୁଦୁଦିନ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।













Click it and Unblock the Notifications