Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଟି-20: ଟସ୍ ଜିତିଲା ଅଷ୍ଟ୍ରେଲିଆ, ପନ୍ତ-ବୁମରା ଏକାଦଶରୁ ଆଉଟ୍

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ମୋହାଲିର ଆଇଏସ୍ ବ୍ରିଣ୍ଡା ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ପ୍ରଥମେ

ମୋହାଲି: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ମୋହାଲିର ଆଇଏସ୍ ବ୍ରିଣ୍ଡା ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ ।

IND vs AUS T20I

ଟସ୍ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଜସପ୍ରୀତ ବୁମରା ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ । ଏଥି ସହିତ ଦିନେଶ କାର୍ତ୍ତିକ ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ୍ କିପର ଭାବରେ ଖେଳୁଛନ୍ତି । ତିନି ବର୍ଷ ପରେ ଧଳା ବଲ୍ କ୍ରିକେଟରେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ପାଇଛନ୍ତି ଉମେଶ ଯାଦବ।

ଦୁଇଟି ଦଳ ନିମ୍ନଲିଖିତ:

  • ଭାରତୟୀ ଏକଦାଶ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ (ଭାଇସ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ୱିକେଟକିପର), ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଉମେଶ ଯାଦବ।
  • ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (କ୍ୟାପଟେନ୍), କ୍ୟାମେରନ୍ ଗ୍ରୀନ୍, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ଜୋସ୍ ଇଂଲିସ୍, ଟିମ୍ ଡେଭିଡ୍, ମାଥ୍ୟୁ ୱେଡ୍ (ୱିକେଟକିପର), ପ୍ୟାଟ୍ କମିନ୍ସ, ନାଥାନ୍ ଏଲିସ୍, ଆଦାମ ଜାମ୍ପା, ଜୋଶ ହାଜଲେଉଡ୍ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+