ନିର୍ଣ୍ଣାୟକ ଲଢେଇରେ ଟସ୍ ଜିତିଲେ ରୋହିତ ଶର୍ମା

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଶେଷ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ହାଇଦ୍ରାବାଦ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଶେଷ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ସିରିଜର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ 4 ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ 6 ୱିକେଟ୍ ଜିତିଥିଲା। ଏଭଳି ପରିସ୍ଥିତିରେ, ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଉଭୟ ଦଳର ଆଖି ସିରିଜ୍ ଜିତିବା ଉପରେ ରହିଛି ।

IND vs AUS

କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ଯେ, ଭାରତୀୟ ଦଳରେ ଏକ ପରିବର୍ତ୍ତନ କରାଯାଇଛି । ପନ୍ତ ଡ୍ରପ ହୋଇଥିବା ବେଳେ ଭୁବନେଶ୍ୱର କୁମାର ଚୁଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

  • ଭାରତୀୟ ଏକାଦଶ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ୱିକେଟକିପର), ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ।
  • ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (କ୍ୟାପଟେନ୍), କ୍ୟାମେରନ୍ ଗ୍ରୀନ୍, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ଟିମ୍ ଡେଭିଡ, ଜୋଶ ଇଂଲିସ, ମାଥ୍ୟୁ ୱେଡ (ୱିକେଟକିପର), ଡାନିଏଲ ସାମସ, ପ୍ୟାଟ କମିନ୍ସ, ଆଡାମ ଜାମ୍ପା, ଜୋଶ ହାଜଲେଉଡ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+