T20 World Cup 2022 Live Updates: ଟି-20 କ୍ରିକେଟର ନୂଆ ଚାମ୍ପିଅନ ଇଂଲଣ୍ଡ, ପାକିସ୍ତାନକୁ 5 ୱିକେଟରେ କଲା ପରାସ୍ତ

ଆଇସିସି ଟି-20 ବିଶ୍ୱକପ୍ 16 ଅକ୍ଟୋବର ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରତି ମୁହୁର୍ତ୍ତର ଲାଇଭ୍ ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡିଆ ଦେଖୁଥାନ୍ତୁ...

ICC T20 World Cup 2022 Live Updates in Odia: ଶେଷ ପର୍ଯ୍ୟାୟରେ ଆଇସିସି ଟି-20 ବିଶ୍ୱକପ 2022 । 16 ଅକ୍ଟୋବର ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ନଭେମ୍ବର 13 ତାରିଖରେ ଶେଷ ହେବ । ଆଜି ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର ଫାଇନାଲ ଫାଇଟ୍ । ମୁହାଁମୁହୁଁ ହେଉଛନ୍ତି ପାକିସ୍ତାନ-ଇଂଲଣ୍ଡ ।

T20 World Cup 2022 Live Updates

Nov 13, 2022, 5:45 pm IST

ଗୋଟିଏ କ୍ରିକେଟ ସାଇକଲରେ ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି । ପୂର୍ବରୁ 2019ରେ ଦିନିକିଆ ବିଶ୍ୱକପ ଜିତିଥିଲା ଇଂଲଣ୍ଡ ।
Nov 13, 2022, 5:37 pm IST

ଆଜିର ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଲଢୁଆ ପାଳି ଖେଳିଛନ୍ତି । ପାକିସ୍ତାନ ଟିମର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଯାଇଛି ।
Nov 13, 2022, 5:18 pm IST

ଟି-20 କ୍ରିକେଟର ନୂଆ ଚାମ୍ପିଅନ ଇଂଲଣ୍ଡ, ପାକିସ୍ତାନକୁ 5 ୱିକେଟରେ କଲା ପରାସ୍ତ
Nov 13, 2022, 4:40 pm IST

39 ବଲରେ ଇଂଲଣ୍ଡକୁ ଆବଶ୍ୟକ 50 ରନ ।
Nov 13, 2022, 4:15 pm IST

ବିଜୟର ନିକଟତର ହେଉଛି ଇଂଲଣ୍ଡ ।
Nov 13, 2022, 4:06 pm IST

7 ଓଭର ସୁଦ୍ଧା 54 ରନ କରି 3 ୱିକେଟ୍ ବ୍ୟୟ କରିଛି ଇଂଲଣ୍ଡ ।
Nov 13, 2022, 1:26 pm IST

ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍ (ୱିକେଟକିପର), ବାବର ଆଜାମ (ଅଧିନାୟକ), ମହମ୍ମଦ ନୱାଜ, ମହମ୍ମଦ ହରିସ, ଶାନ ମାସୁଦ, ଇଫ୍ଟିକର ଅହମ୍ମଦ, ଶାଦବ ଖାନ, ମହମ୍ମଦ ୱାସିମ ଜୁ।, ନାସିମ ଶାହା, ହରିସ ରାଉଫ, ଶାହିନ ଆଫ୍ରିଦି।
Nov 13, 2022, 1:26 pm IST

ଇଂଲଣ୍ଡ ଏକାଦଶ: ଜସ୍ ବଟଲର୍ (ୱିକେଟ୍ କିପର ଏବଂ କ୍ୟାପଟେନ୍), ଆଲେକ୍ସ ହାଲ୍ସ , ଫିଲିପ୍ ଲୁଣ, ବେନ୍ ଷ୍ଟୋକ୍ସ, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କୁରାନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱକ୍ସ, ଆଦିଲ ରସିଦ ।
Nov 13, 2022, 1:26 pm IST

ଉଭୟ ଦଳର ଅଧିନାୟକ ସେମାନଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି । ସେମିଫାଇନାଲ ମ୍ୟାଚରେ ଥିବା ସମାନ ଦଳ ଆଜିର ମ୍ୟାଚରେ ଦେଖିବାକୁ ମିଳିବ।
Nov 13, 2022, 1:26 pm IST

ଚଳିତ ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Nov 13, 2022, 1:04 pm IST

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ ।
Nov 10, 2022, 5:06 pm IST

ହାରିଲା ଭାରତ, ଭାଙ୍ଗିଲା ହୃଦୟ: ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ
Nov 10, 2022, 5:05 pm IST

10 ୱିକେଟରେ ହାରିଲା ଭାରତ ।
Nov 10, 2022, 1:38 pm IST

ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ ।
Nov 10, 2022, 1:38 pm IST

ପ୍ରଥମେ ବ୍ୟାଟିଂ କରୁଛି ଭାରତ
Nov 10, 2022, 11:03 am IST

ଟି-20 ବିଶ୍ୱକପ 2ୟ ସେମିଫାଇନାଲ, ଭାରତ ବନାମ ଇଂଲଣ୍ଡ ମହାମୁକାବିଲା । ଟାଇଟଲ ଲଢେଇ ପୂର୍ବରୁ ଟିମ୍ ଇଣ୍ଡିଆର 'ଇଂଲିଶ ପରୀକ୍ଷା' । ଆଜି ଆଡିଲେଡରେ ଲଢେଇ ହେବ ଆର୍ ପାର୍ ।
Nov 10, 2022, 11:03 am IST

ଆଜି ଟି-୨୦ ବିଶ୍ୱକପ ସେମିଫାଇନାଲ, ଭାରତ-ଇଂଲଣ୍ଡ ଟକ୍କର ।
Nov 08, 2022, 9:45 pm IST

ଟି-୨୦ ବିଶ୍ୱକପ ପ୍ରଥମ ସେମିଫାଇନାଲ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ
Nov 06, 2022, 5:37 pm IST

71 ରନରେ ଭାରତ ବିଜୟ, ସେମିରେ ଭେଟିବ ଇଂଲଣ୍ଡକୁ
Nov 06, 2022, 5:36 pm IST

71 ରନରେ ବିଜୟ ହେଲା ଭାରତ
Nov 06, 2022, 1:44 pm IST

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ
Nov 06, 2022, 1:43 pm IST

ବାଂଲାଦେଶକୁ ହରାଇ ସେମିଫାଇନାଲରେ ପାକିସ୍ତାନ ।
Nov 06, 2022, 9:04 am IST

ନେଦରଲାଣ୍ଡ୍ସଠୁ 13 ରନରେ ହାରିଲା ଦ. ଆଫ୍ରିକା, ବଢିଲା ପାକିସ୍ତାନର ସେମି ଆଶା ।
Nov 06, 2022, 8:10 am IST

ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ନିର୍ଦ୍ଧାରିତ 20 ଓଭରରେ 158 ରନ ସ୍କୋର କରିଛି ।
Nov 06, 2022, 8:09 am IST

ପରାଜୟ ଦେଖାଇବ ବାହାର ରାସ୍ତା ।
Nov 06, 2022, 8:08 am IST

ସେମି ଟିକେଟ୍ ପାଇଁ ଦ. ଆଫ୍ରିକା ଆଗରେ 159 ରନ ବିଜୟ ଲକ୍ଷ୍ୟ
Nov 05, 2022, 5:31 pm IST

ହାରିଲା ଶ୍ରୀଲଙ୍କା, ବିଦା ହେଲା ଅଷ୍ଟ୍ରେଲିଆ: ବିଜୟ ସହ ସେମି ଟିକେଟ୍ ହାତେଇଲା ଇଂଲଣ୍ଡ
Nov 04, 2022, 9:48 pm IST

କାଲି ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ, କେବଳ ବିଜୟ ହିଁ ଦେବ ସେମି ଟିକେଟ୍
Nov 03, 2022, 6:07 pm IST

ଜିତିଲା ପାକିସ୍ତାନ, ଏବେ ଉଦଜୀବିତ ସେମି ଆଶା
Nov 03, 2022, 1:25 pm IST

କର ବା ମର ମୁକାବିଲାରେ ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+