Get Updates
Get notified of breaking news, exclusive insights, and must-see stories!

ICC Championship Trophy: ୬ଟି ଦେଶର ସ୍କ୍ୱାଡ୍ ଘୋଷଣା, କେଉଁ ଦଳରେ କିଏ କିଏ ?

ICC ଚମ୍ପିଆନ୍ସ ଟ୍ରଫି ୨୦୨୫ଆସନ୍ତା ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନରେ ଆୟୋଜିତ ହେବ । ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ମୋଟ୍ ୮ଟି ଦେଶର ଟିମ୍ ଖେଳିବ ଯଥା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ, ଭାରତ ଏବଂ ପାକିସ୍ତାନ ।

ଏଥିମଧ୍ୟରୁ ୬ଟି ଦେଶ ଦଳ ଘୋଷଣା କରିଥିବା ବେଳେ ଭାରତ ଏବଂ ପାକିସ୍ତାନ ସ୍କାଡ୍ ଘୋଷଣା ହେବା ବାକି ରହିଛି ।

ତେବେ ଆସନ୍ତୁ ଜାଣିବା ୬ଟି ଦେଶର ସ୍କ୍ୱାଡ୍ ବିଷୟରେ:

ICC Championship Trophy

ଗ୍ରୁପ୍ 'ଏ'

- ଭାରତ ଏବଂ ପାକିସ୍ତାନ ଦଳର ସ୍ୱାକ୍ ଘୋଷଣା ବାକି ରହିଛି ।

- ବାଂଲାଦେଶ: ନଜମୁଲ ହୁସୈନ ଶନ୍ତୋ(ଅଧିନାୟକ), ସୌମ୍ୟ ସରକାର, ତନ୍ଦିଜ୍ ହସନ୍‌, ତୌହିଦ୍ ହୃଦୋୟ, ମୁଶଫିକୁର ରହିମ୍‌, ଏମଡି ମହମୁଦ ଉଲ୍ଲାହ, ଜେକର ଅଲି ଅନିକ୍‌, ମେହଦୀ ହସନ ମିରାଜ୍‌, ରିଶାଦ ହୁସୈନ୍‌, ତସ୍କିନ୍ ଅହମଦ, ମୁସ୍ତଫିଜୁର ରହମାନ୍‌, ପରଭେଜ୍ ହୁସୈନ ଇମୋନ୍‌, ନସୁମ ଅହମଦ, ତଞ୍ଜିମ୍ ହସନ ସାକିବ ଏବଂ ନାଦିହ ରାଣା ।

- ନ୍ୟୁଜିଲ୍ୟାଣ୍ଡ: ମିଚେଲ ସେଣ୍ଟନର(ଅଧିନାୟକ), ମାଇକେଲ ବ୍ରେସୱେଲ, ମାର୍କ ଚେପମ୍ୟାନ୍‌, ଡେଭୋନ୍ କନଭେ, ଲକି ଫର୍ଗ୍ୟୁସନ୍‌, ମେଟ୍ ହେନରୀ, ଟମ୍ ଲେଥମ୍‌, ଡେରିଲ ମିଶେଲ, ୱିଲ ଓ ରୁର୍କେ, ଗ୍ଲେନ୍ ଫିଲିପ୍ସ, ରଚିନ୍ଦ୍ର ରବିନ୍ଦ୍ର, ବେନ୍ ସିୟର୍ସ, ନାଥନ୍ ସ୍ମିଥ୍‌, କେନ୍ ୱିଲିୟମସନ୍ ଏବଂ ୱିଲ୍ ୟଙ୍ଗ୍ ।

ଗ୍ରୁପ୍ 'ବି'

ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା(ଅଧିନାୟକ), ଟୋନି ଡି ଜର୍ଜ, ମାର୍କେ ଜାନସେନ୍‌, ହେନରିକ୍ କ୍ଲାସେନ୍‌, କେଶବ ମହାରାଜ, ଏଡେନ୍ ମାର୍କମ, ଡେଭିଡ୍ ମିଲର, ଭିୟାନ ମୁଲ୍ଡର, ଲୁଙ୍ଗି ଏନଗିଡି, ଏନରିକ୍ ନାର୍କିଆ, କଗିସୋ ରବାଡା, ରୟାନ ରିକେଲ୍ଟନ, ତବରେଜ୍ ଶମ୍ସି, ଟ୍ରିଷ୍ଟନ୍ ଷ୍ଟବ୍ସ ଏବଂ ରେସି ଭେନ୍ ଡର୍ ଡୁସେନ୍ । କହିରଖୁଛୁ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ରବ୍ ୱାଲ୍ଟର ସୋମବାର ୧୫ ଜଣ ସଦସ୍ୟ ବିଶିଷ୍ଟ ସ୍କ୍ୱାଡ୍ ଘୋଷଣା କରିଥିଲେ ।

- ଆଫଗାନିସ୍ତାନ: ହଶମତୁଲ୍ଲାହ ଶାହିଦୀ(ଅଧିନାୟକ), ଇବ୍ରାହିମ୍ ଜାଦରାନ୍‌, ରହମାନୁଲ୍ଲାହ ଗୁରବାଜ୍‌, ସେଦିକୁଲ୍ଲାହ ଅଟଲ, ରହମତ ଶାହ, ଇକରାମ ଅଲିଖିଲ, ଗୁଲବଦୀନ ନାୟବ, ଅଜମତୁଲ୍ଲାହ ଉମରଜଈ, ମହମ୍ମଦ ନବୀ, ରଶିଦ୍ ଖାନ୍‌, ଏଏମ୍ ଗଜନଫର, ନୁର ଅହମଦ, ଫଜଲହକ ଫାରୁକ. ଫରୀଦ ମଲିକ ଏବଂ ନବୀଦ ଜାଦରାନ୍ ।

ରିଜର୍ଭ: ଦରଭିଶ ରସୁଲି, ନାଙ୍ଗୟାଲ ଖରୋତି ଏବଂ ବିଲାଲ ସାମି ।

- ଇଂଲଣ୍ଡ: ଜୋଶ ବଟଲର(ଅଧିନାୟକ), ଜୋଫ୍ରା ଆର୍ଚର, ଗସ୍ ଏଟକିଙ୍ଗ୍‌ସ, ଜେକବ ବେଥେଲ, ହେରି ବ୍ରୁକ୍‌, ବ୍ରାୟଡନ୍ କାର୍ସ, ବେନ୍ ଡକେଟ୍‌, ଜେମି ଓଭରଟର୍ଣ୍ଣ, ଜେମି ସ୍ମିଥ, ଲିୟାମ ଲିଭିଙ୍ଗଷ୍ଟୋନ୍‌, ଆଦିଲ ରାଶିଦ୍‌, ଜୋ ରୁଟ୍‌, ସାକିବ ମହମୁଦ, ଫିଲ୍ ସାଲ୍ଟ ଏବଂ ମାର୍କ ଉଡ୍ ।

- ଅଷ୍ଟ୍ରେଲିଆ: ପେଟ୍ କମିଂସ(ଅଧିନାୟକ), ଏଲେକ୍ସ କୈରୀ, ନାଥନ୍ ଏଲିସ୍‌, ଏରନ୍ ହାର୍ଡ଼ି, ଜୋଶ ହେଜେଲଉଡ୍‌, ଟ୍ରେଭିସ୍ ହେଡ୍‌, ଜୋଶ ଇଂଗଲିଶ, ମାର୍ନସ ଲାବୁଶେନ୍‌, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ମାଥ୍ୟୁ ଶଟ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍ ଏବଂ ଏଡମ ଜାମ୍ପା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+