Get Updates
Get notified of breaking news, exclusive insights, and must-see stories!

ICC Champions Trophy: ଯୁବରାଜଙ୍କୁ ପଛରେ ପକାଇଲେ କୋହଲି, ରୋହିତ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ଖେଳିବା ପାଇଁ ପଡିଆରେ ପାଦ ଦେବା ମାତ୍ରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏକ ବଡ କୀର୍ତିମାନ ସ୍ଥାପନ କରିଛନ୍ତି ।

ସର୍ବାଧିକ ଥର ଆଇସିସି ଟ୍ରଫିର ଫାଇନାଲ ଖେଳିବାରେ ରେକର୍ଡ କରିଛନ୍ତି । ରୋହିତ ଓ କୋହଲି କ୍ୟାରିୟରର ୯ମ ଆଇସିସି ଫାଇନାଲ ଖେଳିଛନ୍ତି । ଏହା ପୂର୍ବରୁ ଯୁବରାଜ ସିଂ ଓ ରବୀନ୍ଦ୍ର ଜାଡେଜା ଭାରତ ପକ୍ଷରୁ ସର୍ବାଧିକ ୮ଟି ଫାଇନାଲ ଖେଳିଥିଲେ । ଶ୍ରୀଲଙ୍କାର କୁମାର ସଙ୍ଗକାରା ଓ ମାହେଲା ଜୟବର୍ଦ୍ଧନେ ଏମାନଙ୍କ ପଛକୁ ୭ଟି ଲେଖାଏଁ ଫାଇନାଲ ଖେଳିଛନ୍ତି ।

Kohli Rohit overtake Yuvraj

କ୍ରମାଗତ ୧୫ ଟସ ହାରିଲା ଭାରତ: ଭାରତୀୟ ଟିମ କ୍ରମାଗତ ୧୫ଥର ଟସ ହାରିଛନ୍ତିି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ, ଦକ୍ଷିଣ ଆଫ୍ରିିକା, ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚରେ ଭାରତ ଟସ ହାରିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିବା ପରେ କୋହଲି ଓ ରୋହିତ ପୂନର୍ବାର ଫାଇନାଲ ମ୍ୟାଚ ଖେଳିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+