ଟି-ଟ୍ବେଣ୍ଟି ବିଶ୍ବକପରୁ ବାଦ୍ ପରେ କ୍ରୀଡ଼ା ସାମ୍ବାଦିକଙ୍କୁ ବାରଣ କଲା ଆଇସିସି
ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।













Click it and Unblock the Notifications