ବିରାଟଙ୍କ ପାଇଁ ୨ କିଲୋମିଟର ଯାଏଁ ଲାଇନ୍...
Ranji Trophy: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ପାଇ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁଥି ପାଇଁ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଯେଉଁଥି ପାଇଁ ଷ୍ଟାଡିୟମ ବାହାରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳୁଛି ।

ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଉ ବ୍ୟାଟିଂ କରୁଛି ରେଲଓ୍ବେ ଦଳ । ଅନ୍ୟପକ୍ଷରେ ଏହି ମ୍ୟାଚରୁ ନେଇ ଲୋକଙ୍କର ଭଲ ପାଇବାକୁ ଦେଖି ମ୍ୟାଚ୍ର ସିଧା ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଷ୍ଟାଡିୟମରେ ପ୍ରଶଂସକଙ୍କ ପାଇଁ ପ୍ରବେଶ ମଧ୍ୟ ମାଗଣା ରହିଛି ।
The 2KM long queue outside Arun Jaitley Stadium for Virat Kohli 👑
- Virat Kohli, The Biggest Crowd Puller 🐐 pic.twitter.com/GJVKfsLK76
— Virat Kohli Fan Club (@Trend_VKohli) January 30, 2025












Click it and Unblock the Notifications