ହକି ବିଶ୍ୱକପ: ଉଦଘାଟନୀ ମ୍ୟାଚ ଜିତିଲା ଆର୍ଜେଣ୍ଟିନା, ଦ. ଅଫ୍ରିକାକୁ 1-0 ଗୋଲରେ ଦେଲା ମାତ୍

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ହକି ବିଶ୍ୱକପ ପୁଲ-ଏର ଉଦଘାଟନୀ ମ୍ୟାଚରେ 1-0 ଗୋଲରେ ବିଜୟ ହୋଇଛି ଆର୍ଜେଣ୍ଟିନା । ବିପକ୍ଷ ସାଉଥ ଆଫ୍ରିକାକୁ 1-0 ଗୋଲରେ ପରାସ୍ତ କଲା ଦଳ ।

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ହକି ବିଶ୍ୱକପ ପୁଲ-ଏର ଉଦଘାଟନୀ ମ୍ୟାଚରେ 1-0 ଗୋଲରେ ବିଜୟ ହୋଇଛି ଆର୍ଜେଣ୍ଟିନା । ବିପକ୍ଷ ସାଉଥ ଆଫ୍ରିକାକୁ 1-0 ଗୋଲରେ ପରାସ୍ତ କଲା ଦଳ ।

Hockey World Cup

ମ୍ୟାଚର 42ତମ ମିନିଟରେ ମାଇକୋ କାସେଲା ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର କରି ଦଳକୁ ଏହି ବିଜୟୀ ଆଣି ଦେଇଛନ୍ତି । ଏଥି ସହିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ଗୋଲ ସ୍କୋର କରିଛନ୍ତି ଆର୍ଜେଣ୍ଟିନାର ମାଇକୋ କେସେଲା ।

ତେବେ ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଉଭୟ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକାର କୌଣସି ବି ଖେଳାଳି ବପକ୍ଷ ଗୋଲ ପୋଷ୍ଟରେ ପସି ପାରି ନଥିଲେ । ମାତ୍ର ତୃତୀୟ କ୍ୱାର୍ଟରେ ଆର୍ଜେଣ୍ଟିନାର ପକ୍ଷରୁ ମାଇକୋ କେସେଲା 42ତମ ମିନିଟରେ ଗୋଲ ସ୍କୋର କରି ଦଳକୁ 1-0ରେ ଆଗୁଆ ରଖିଥିଲେ । ତେବେ ଶେଷ କ୍ୱାର୍ଟରେ ଦକ୍ଷିଣ ଆଫ୍ରିକା ଶତ ଚେଷ୍ଟା ସତ୍ୱେ ଗୋଲ ସ୍କୋର ପାରି ନଥିଲା । ଫଳରେ ଉଦଘାଟନୀ ମ୍ୟାଚରୁ 1-0ରେ ଆର୍ଜେଣ୍ଟିନା ବିଜୟ ହାସଲ କଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+