ହକି ବିଶ୍ୱକପ ୨୦୨୩: ଡ୍ର' ରେ ଶେଷ ହେଲା ଫ୍ରାନ୍ସ - ଆର୍ଜେଣ୍ଟିନା ମ୍ୟାଚ୍

ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ପୁଲ୍- ଏର ଦ୍ବିତୀୟ ମ୍ୟାଚ ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିଲା । ଯାହା ଡ୍ରେ ସମାପ୍ତ ହୋଇଛି ।

ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ପୁଲ୍-ଡି ରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଗତକାଲି ଶେଷ ହୋଇଛି । ପୁଲ୍-ଡି ରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଛି ।

Hockey World Cup 2023

ଫଳରେ ଗତକାଲି ୱେଲ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହେବା ପରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିବା ହେତୁ ଭାରତ କ୍ରସ୍ ଓଭର ମ୍ୟାଚ ଖେଳିବା ପାଇଁ ବାଧ୍ୟ ହୋଇଛି । ଆସନ୍ତା ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଯାହା ଭାରତ ଲାଗି ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ପାଇଁ ଶେଷ ସୁଯୋଗ ହେବ ।

ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ୱେଲ୍ସକୁ ୪-୨ ଗୋଲରେ ହରାଇଛି ଭାରତ । ଭାରତ ୮-୦ ଗୋଲରେ ୱେଲ୍ସକୁ ହରାଇଥିଲେ ଗ୍ରୁପ-ଡିର ପ୍ରଥମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥାନ୍ତା । ଭାରତ ପକ୍ଷରୁ ଆକାଶ ଦୀପ ସିଂହ ଦୁଇଟି, ସମସେର ସିଂ ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ତେବେ କିଛି ପେନାଲଟି କର୍ଣ୍ଣର ଓ ଫିଲ୍ଡ ଗୋଲ କରିବା ସୁଯୋଗକୁ ଭାରତ ହାତଛଡା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+